Browsing Tag

ipl 2022

ଶ୍ରେୟସ ଧରିପାରନ୍ତି କୋଲକାତାର ମଙ୍ଗ

ନୂଆଦିଲ୍ଲୀ: ଆଇପିଏଲରେ ହେବାକୁ ଯାଉଛି ବଡ ଅଦଳବଦଳ । ମେଗା ଅକ୍ସନ ଉପରେ ରହିଛି ସମସ୍ତଙ୍କ ନଜର । ସବୁ ଦଳକୁ ଆସିବେ ନୂଆ ଖେଳାଳି ଆଉ ନୂଆ କ୍ୟାପଟେନ । ୟା ଭିତରେ କୋଲକାତା ନାଇଟ ରାଇଡର୍ସ ମଧ୍ୟ ଜଣେ ନୂଆ ଅଧିନାୟକଙ୍କ ଖୋଜରେ ରହିଛି । ୨୦୨୨ ସିଜନରେ ଜଣେ ଭାରତୀୟ ଯୁବ ଖେଳାଳୀଙ୍କୁ ଅଧିନାୟକ…
Read More...

ହାଇଦ୍ରାବାଦରେ ଲାରା ଓ ଷ୍ଟେନ

ନୂଆଦିଲ୍ଲୀ: ଆଇପିଏଲ ୨୦୨୨ ପୂର୍ବରୁ ସିଜନ ସନରାଇଜର୍ସ ହାଇଦ୍ରବାଦ ପାଇଁ ଆସିଛି ଖୁସିର ଖବର । ଆସନ୍ତା ବର୍ଷରୁ ଟିମ ସହ ଯୋଡି ଦୁଇ ଷ୍ଟାର ଖେଳାଳି । ଦୁହିଁଙ୍କ ଉପସ୍ଥିତିରେ ଦଳ ଆହୁରି ମଜବୁତ ସ୍ଥିତିକୁ ଆସି ପାରିବ ବୋଲି ଅନୁମାନ କରାଯାଉଛି । ୱେଷ୍ଟ ଇଣ୍ଡିଜର ଷ୍ଟାର ବ୍ୟାଟ୍ସମ୍ୟାନ ବ୍ରାଏନ…
Read More...

ଓଡିଆ ଖେଳାଳିଙ୍କ ଉପରେ ଧୋନୀଙ୍କ ନଜର 

ଭୁବନେଶ୍ୱର: ଓଡିଆ ପୁଅଙ୍କୁ ମିଳିପାରେ ଆଇପିଏଲର ଟିକେଟ । ଆସନ୍ତା ବର୍ଷ ଆଇପିଏଲରେ ନଜର ଆସି ପାରନ୍ତି ଓଡିଶା ଦଳର ୟଙ୍ଗ ଷ୍ଟାର । ମେଗା ଅକ୍ସନରେ ମିଳିପାରେ ମୌକା । ୨୦୨୧ର ଚମ୍ପିଆନ ସିଏସକେରେ ସାମିଲ ହୋଇ ପାରନ୍ତି ଶୁଭ୍ରାଂଶୁ ସେନାପତି । ବିଜୟ ହଜାରେ ଟ୍ରଫିରେ ଦମଦାର ପ୍ରଦର୍ଶନ…
Read More...

୨୦୨୨ରେ ହରଭଜନଙ୍କ ନୂଆ ଅବତାର

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଫ ସ୍ପିନର ହରଭଜନ ସିଂହ ନେଇ ପାରନ୍ତି ନୂଆ ରୂପ । ଆଗାମୀ ଆଇପିଏଲରେ ସେ ଜଣେ ଖେଳାଳୀଭାବେ ନୁହେଁ ବରଂ ଅନ୍ୟ ଏକ ଦାୟିତ୍ୱରେ ନଜର ଆସିପାରନ୍ତି । ୨୦୨୧ ଆଇପିଏଲ ସିଜନର ପ୍ରଥମ ପର୍ଯ୍ୟାୟରେ ଭଜ୍ଜି କୋଲକାତା ନାଇଟ ରାଇଡର୍ସ ପକ୍ଷରୁ କିଛି ମ୍ୟାଚ ଖେଳିଥିଲେ ।…
Read More...

ଜାଡେଜାଙ୍କୁ ମିଳିପାରେ ବଡ ଦାୟିତ୍ୱ

ଚେନ୍ନାଇ: ଆଇପିଏଲ-୨୦୨୨ ମେଗା ଅକ୍ସନ ପୂର୍ବରୁ ସମସ୍ତ ଟିମ ଘୋଷଣା କରିଛନ୍ତି ନିଜ ନିଜର ରିଟେନସନ ଲିଷ୍ଟ । ଗତ ସିଜନର ଚମ୍ପିୟାନ ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ୪ ଜଣ ପୁରୁଣା ଖେଳାଳୀଙ୍କୁ ରିଟେନ କରିଛି । ଏହି ଲିଷ୍ଟରେ କ୍ୟାପ୍ଟେନ କୁଲ ମହେନ୍ଦ୍ର ସିଂ ଧୋନୀ, ଅଲରାଉଣ୍ଡର ରବିନ୍ଦ୍ର ଜଡେଜା,…
Read More...

ହାତ ଛାଡିଲା ମୁମ୍ବାଇ; କାହାର ହେବେ ହାର୍ଦ୍ଦିକ ?

ନୂଆଦିଲ୍ଲୀ: ଆଇପିଏଲ ୨୦୨୨ ପୂର୍ବରୁ ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଛି ଆଉ ଏକ ଶକ୍ତ ଝଟକା । ଟିମ ଇଣ୍ଡିଆ ପରେ ମୁମ୍ବାଇ ଇଣ୍ଡିଆନ୍ସ ଦଳରୁ ମଧ୍ୟ ସ୍ଥାନ ହରାଇଛନ୍ତି ହାର୍ଦ୍ଦିକ । ଆଇପିଏଲ ୧୫ ପାଇଁ ମୁମ୍ବାଇ ହାର୍ଦ୍ଦିକଙ୍କୁ ରିଟେନ କରିବ ନାହିଁ ବୋଲି…
Read More...