Browsing Tag

IPL

ବାଂଲାଦେଶରେ ଇଣ୍ଡିଆନ୍ ପ୍ରିମିୟର ଲିଗର ପ୍ରସାରଣ ଉପରେ ପ୍ରତିବନ୍ଧକ, BCCIକୁ BCBର ଖୋଲା ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ମୁସ୍ତାଫିଜୁର ରହମାନଙ୍କୁ IPL ରୁ ବହିଷ୍କାର କରାଯିବା ପରଠାରୁ ଭାରତ ଏବଂ ବାଂଲାଦେଶର କ୍ରିକେଟ ବୋର୍ଡ ମୁହାଁମୁହିଁ ହୋଇଛନ୍ତି। ପ୍ରଥମେ ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ଭାରତ ଯାତ୍ରା ନକରିବାକୁ ବାଂଲାଦେଶ ଧମକ ଦେଇଥିଲା, ଏବଂ ଏବେ ଏହା ନିଜ ଦେଶରେ ଇଣ୍ଡିଆନ୍ ପ୍ରିମିୟର ଲିଗର…
Read More...

ବାଂଲାଦେଶ ଖେଳାଳିଙ୍କୁ ଆଇପିଏଲ୍‌ରୁ ବାଦ କରିବା ପରେ ଜଳୁଛି ବାଂଲାଦେଶ କ୍ରିକେଟ୍ ବୋର୍ଡ

ଦିନକୁ ଦିନ ବଢି ବଢି ଚାଲିଛି ବାଂଲାଦେଶ ଓ ଭାରତ ମଧ୍ୟରେ ତିକ୍ତତାର ସୀମା । ଯାହା ବର୍ତ୍ତମାନ କ୍ରିକେଟ୍ ମଇଦାନକୁ ଆସିଲାଣି । ଆଇପିଏଲରୁ ବାଂଲାଦେଶ ଖେଳାଳି ମୁସ୍ତାଫିଜୁର ରେହମାନଙ୍କୁ ବିଦା କରାଯିବା ପରେ ଏବେ ରାଗରେ ଜଳୁଛି ବାଂଲା କ୍ରିକେଟ୍ ବୋର୍ଡ୍ । ଅନେକ ବାଦ ବିବାଦ ପରେ ତାଙ୍କୁ…
Read More...

ଆଇପିଏଲ ଖେଳିବେ କଂଗ୍ରେସ ନେତା ପପ୍ପୁ ଯାଦବଙ୍କ ପୁଅ

ଆବୁଧାବିରେ ଅନୁଷ୍ଠିତ IPL 2026 ମିନି-ନିଲାମରେ କୋଲକାତା ନାଇଟ୍ ରାଇଡର୍ସ ଏକ ବ୍ୟସ୍ତବହୁଳ ଖେଳ ପ୍ରଦର୍ଶନ କରିଥିଲେ।  13 ଜଣ ନୂତନ ଖେଳାଳିଙ୍କ ସହିତ ସେମାନଙ୍କର ଦଳକୁ ମଜବୁତ କରିଥିଲେ । ଫ୍ରାଞ୍ଚାଇଜ୍ ବଡ଼ ଟଙ୍କା କିଣି ଶିରୋନାମା ପ୍ରସ୍ତୁତ କରିଥିଲେ ମଧ୍ୟ, କ୍ରିକେଟ ବାହାରେ ଗୋଟିଏ ନାମ…
Read More...

ସାମ୍ନାକୁ ଆସିଲା IPL ୨୦୨୬ ସମ୍ପୁର୍ଣ୍ଣ ସିଡ୍ୟୁଲ୍, ଏହି ଦିନ ଫାଇନାଲ୍

ନୂଆଦିଲ୍ଲୀ: ସାମ୍ନାକୁ ଆସିଲା IPL ୨୦୨୬ ସମ୍ପୁର୍ଣ୍ଣ ସିଡ୍ୟୁଲ୍ । ଟୁର୍ଣ୍ଣାମେଣ୍ଟର ୧୯ତମ ସଂସ୍କରଣ ପାଇଁ ସମସ୍ତ ଦଳ ସେମାନଙ୍କର ରିଟେନସନ୍ ତାଲିକା ପ୍ରକାଶ କରିଥିବା ବେଳେ IPL ୨୦୨୬ର ସମ୍ପୁର୍ଣ୍ଣ ସିଡ୍ୟୁଲ୍ ଏବେ ଜଣାପଡି଼ଛି । ରିପୋର୍ଟ ଅନୁସାରେ, ଟି-୨୦ବିଶ୍ୱକପ୍ ୨୦୨୬ ଶେଷ ହେବାର ସାତ…
Read More...

ଖୁବଶୀଘ୍ର ଚେନ୍ନାଇ ସୁପର କିଙ୍ଗସ ଛାଡିପାରନ୍ତି ରବୀନ୍ଦ୍ର ଜାଡେଜା

ରବୀନ୍ଦ୍ର ଜାଡେଜା ଖୁବଶୀଘ୍ର ଛାଡିପାରନ୍ତି ଚେନ୍ନାଇ ସୁପର କିଙ୍ଗସ । ଚେନ୍ନାଇ ସୁପର କିଙ୍ଗସ  ସହିତ ରବୀନ୍ଦ୍ର ଜାଡେଜାଙ୍କର ଖୁବ ଶୀଘ୍ର ଶେଷ ହୋଇପାରେ ୧୨ ବର୍ଷର ସମ୍ପର୍କ । ସେ ରାଜସ୍ଥାନ ରୟାଲ୍ସକୁ ଯିବା ପାଇଁ ଏକ ବାଣିଜି୍ୟକ ଚୁକ୍ତି ସ୍ୱାକ୍ଷରିତ ହୋଇଥିବା ଏକ ରିପୋର୍ଟରୁ ଜଣାପଡିଛି ।…
Read More...

ଦଳର ନାମ ପରିବର୍ତ୍ତନ କରିଛନ୍ତି ସନରାଇଜର୍ସ ହାଇଦ୍ରାବାଦର ମାଲିକାଣୀ କାଭ୍ୟା ମାରାନ

ଆଇପିଏଲ ୨୦୨୪ ଫାଇନାଲିଷ୍ଟ ସନରାଇଜର୍ସ ହାଇଦ୍ରାବାଦର ମାଲିକାଣୀ କାଭ୍ୟା ମାରାନ ତାଙ୍କ ଦଳର ନାମ ପରିବର୍ତ୍ତନ କରିଛନ୍ତି। କାଭ୍ୟା ମାରାନ ତାଙ୍କ ଦି ହଣ୍ଡ୍ରେଡ୍ ଦଳର ନାମ ପରିବର୍ତ୍ତନ କରିଛନ୍ତି। ମାରାନ ପୂର୍ବରୁ ଦି ହଣ୍ଡ୍ରେଡ୍‌ରେ ନର୍ଦର୍ଣ୍ଣ ସୁପରଚାର୍ଜର୍ସ ନାମକ ଏକ ଫ୍ରାଞ୍ଚାଇଜ୍…
Read More...

ଟିକେଟ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ହାଇଦ୍ରାବାଦ କ୍ରିକେଟ ସଂଘ ସଭାପତି ଜଗନ ମୋହନ ରାଓ

ହାଇଦ୍ରାବାଦ-: ଆଇପିଏଲ ସମୟରେ ଟିକେଟ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ହାଇଦ୍ରାବାଦ କ୍ରିକେଟ ସଂଘ ସଭାପତି ଜଗନ ମୋହନ ରାଓ । ସଂଘ ଭିତରେ ଆଇପିଏଲ ଟିକେଟ ଦୁର୍ନୀତି ହୋଇଥିବାବେଳେ ଏଥିରେ ଜଗନଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା । ତେଲଙ୍ଗାନା ଭିଜିଲାନ୍ସ କମିସନ ଦ୍ଵାରା ଏ ନେଇ…
Read More...

ଗୋଟିଏ ମ୍ୟାଚରୁ ସସପେଣ୍ଡ ହୋଇଛନ୍ତି ଦିଗଭେଶ ରାଠୀ

ଲକ୍ଷ୍ନୌ: ଗୋଟିଏ ମ୍ୟାଚରୁ ସସପେଣ୍ଡ ହୋଇଛନ୍ତି ଦିଗଭେଶ ରାଠୀ । ତାଙ୍କର ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କ ଦଳର ଗୋଟିଏ ମ୍ୟାଚରୁ ସସପେଣ୍ଡ କରାଯାଇଛି । ଏହା ସହ  ଜରିମାନା ବାବଦକୁ ମ୍ୟାଚ ଫିର ୫୦%ଅର୍ଥ କଟିଦିଆଯାଇଛି ।  ତେବେ ଗତକାଲି  ଲକ୍ଷ୍ନୌ ଓ ହାଇଦ୍ରାବାଦ ମଧ୍ୟରେ ଖେଳା ଯାଇଥିବା ମ୍ୟାଚ…
Read More...

ନିକଟରେ ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଯୋଗୁ ବନ୍ଦ ରହିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ ଆଜିଠୁ ଆରମ୍ଭ

ନୂଆଦିଲ୍ଲୀ-: ନିକଟରେ ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଯୋଗୁ ବନ୍ଦ ରହିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅବଶିଷ୍ଟ ମ୍ୟାଚ ଶନିବାର ଠାରୁ ପୁଣି ଆରମ୍ଭ ହେବାକୁ ଯାଉଛି । ୬ଟି ଭେନ୍ୟୁରେ ଅବଶିଷ୍ଟ ୧୭ଟି ମ୍ୟାଚ ଅନୁଷ୍ଠିତ ହେବ । ବେଙ୍ଗାଲୁରୁ, ଜୟପୁର, ଦିଲ୍ଲୀ, ଲକ୍ଷ୍ନୌ,…
Read More...

ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦେଖି ଆଇପିଏଲ ୨୦୨୫କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ…

ନୂଆଦିଲ୍ଲୀ-: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦେଖି ବିସିସିଆଇ ଏକ ବଡ଼ ନିଷ୍ପତ୍ତି ନେଇଛି। ଆଇପିଏଲ ୨୦୨୫କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ବିସିସିଆଇ (ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ) ଏବଂ ଆଇପିଏଲ ପରିଚାଳନା ସଂସ୍ଥା ଦ୍ୱାରା ନିଆଯାଇଥିବା ଏହି…
Read More...