ଚୀନରେ ଥମୁନି କରୋନା ଆତଙ୍କ: ୫୦୦ ଟପିଲା ମୃତ୍ୟୁ ସଂଖ୍ୟା, ୨୪୦୦୦ ଆକ୍ରାନ୍ତ
ବେଜିଂ : ଚୀନରେ କରୋନା ଭାଇରସ୍ ଆତଙ୍କ ଥମିବାର ନା ଧରୁନି। ସେଠାରେ ମୃତ୍ୟୁସଂଖ୍ୟା ୫୦୦ ଟପିଯାଇଥିବା ବେଳେ ପାଖାପାଖି ୨୪, ୦୦୦ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଭାଇରସ୍ ର ମୁଖ୍ୟ କେନ୍ଦ୍ର ଉହାନ୍ ସମେତ ଦେଶର ଅନ୍ୟ ପ୍ରମୁଖ ସହର ଗୁଡିକରେ ସୁରକ୍ଷା ଓ ଚିକିତ୍ସା ବ୍ୟବସ୍ଥା…
Read More...
Read More...