ପ୍ରତ୍ୟେକ ଯାତ୍ରୀଙ୍କୁ ୧୦ ହଜାର କ୍ଷତିପୂରଣ ଦେଉଛି ଇଣ୍ଡିଗୋ
ଡିସେମ୍ବର 3 ରୁ 5 ତାରିଖ ମଧ୍ୟରେ ବ୍ୟାପକ ବିମାନ ବାଧାପ୍ରାପ୍ତ ହେବା ସମୟରେ ଦୀର୍ଘ ସମୟ ଧରି ଫସି ରହିଥିବା ଯାତ୍ରୀମାନଙ୍କୁ ଇଣ୍ଡିଗୋ 10,000 ଟଙ୍କାର ଯାତ୍ରା ଭାଉଚର ପ୍ରଦାନ କରିବ ବୋଲି କହିଛି। ବିମାନ କମ୍ପାନୀ କହିଛି ଯେ ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ବିଭିନ୍ନ ବିମାନବନ୍ଦରରେ ପ୍ରବଳ…
Read More...
Read More...