Browsing Tag

Indigo Crisis

ଥମୁନି ଇଣ୍ଡିଗୋ ସଙ୍କଟ, କ୍ଷମା ମାଗିଲେ ଅଧ୍ୟକ୍ଷ

ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ସିଂହ ମେହେଟା ଏକ ସପ୍ତାହ ଧରି ବିମାନ ବାଧା ପରେ ଏକ ବିସ୍ତୃତ ସାର୍ବଜନୀନ କ୍ଷମା ପ୍ରାର୍ଥନା କରିଛନ୍ତି। ନୂତନ ପାଇଲଟ ବିଶ୍ରାମ ନିୟମକୁ ଏଡ଼ାଇବା ପାଇଁ ଏୟାରଲାଇନ୍ସ ସଙ୍କଟ ସୃଷ୍ଟି କରିଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ଏକ ଆଠ ମିନିଟର ଭିଡିଓ…
Read More...

ଟଳିଲା ସାମାନ୍ୟ ସଙ୍କଟ, ଯାତ୍ରୀଙ୍କୁ ୬୧୦ କୋଟି ଟଙ୍କା ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ: ଯାତ୍ରୀଙ୍କୁ ୬୧୦ କୋଟି ଟଙ୍କା ଫେରାଇଲା ଇଣ୍ଡିଗୋ। ଗତକାଲିଠାରୁ କିଛିକାଂଶରେ ସୁଧାର ଆସିଛି । ସାମାନ୍ୟ ଟଳିଛି ସଂକଟ । ଇଣ୍ଡିଗୋ କହିଛି, ଗତକାଲି ୧୫ଶହ ଫ୍ଲାଇଟ ଉଡ଼ାଣ ଭରିଥିଲା । ଆଜି ସଂଖ୍ୟା ବଢ଼ିବ । ଆଜି ୧୬୫୦ ଫ୍ଲାଇଟ୍ ଅପରେଟ୍ କରିବାକୁ ଯୋଜନା କରିଛି ଏୟାରଲାଇନ୍ସ ।…
Read More...

କାଲି ରାତି ୮ଟା ଭିତରେ ଯାତ୍ରୀଙ୍କୁ ଟଙ୍କା ଫେରାଇବାକୁ ଇଣ୍ଡିଗୋକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କାଲି ରାତି ୮ଟା ଭିତରେ ଯାତ୍ରୀଙ୍କୁ ଟଙ୍କା ଫେରାଇବାକୁ ଇଣ୍ଡିଗୋକୁ ନିର୍ଦ୍ଦେଶ । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶ । ପ୍ରଭାବିତ ଯାତ୍ରୀମାନଙ୍କୁ ରି-ସିଡ୍ୟୁଲିଂ ଚାର୍ଜ ଲଗାଇବା ମନା । ଅମାନ୍ୟ କଲେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ…
Read More...