Browsing Tag

Indigo Airlines

ତୁଟୁନି ଇଣ୍ଡିଗୋ ସଙ୍କଟ, ଆଜି ବି ବାତିଲ ହେଲା ୨୦୦ରୁ ଅଧିକ ବିମାନ

ଇଣ୍ଡିଗୋର ସମସ୍ୟାର ହୋଇନାହିଁ ସମାଧାନ । ସୋମବାର ଦିନ ବିଭିନ୍ନ ବିମାନବନ୍ଦରରେ ବାତିଲ କରାଯାଇଛି ୨୦୦ରୁ ଅଧିକ ଇଣ୍ଡିଗୋ ବିମାନ । ଏପରି ସଙ୍କଟର ସମ୍ମୁଖୀନ ହୋଇନଥିବା ହେତୁ ଇଣ୍ଡିଗୋକୁ ଏହାର ବିମାନ ଉଡାଣ ସ୍ବାଭାବିକ କରିବାକୁ ଏବଂ ଯାତ୍ରୀମାନଙ୍କ ଅସୁବିଧାର ସମାଧାନ କରିବାକୁ ନିର୍ଦ୍ଦେଶ…
Read More...

ଇଣ୍ଡିଗୋ ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏକ ଘଣ୍ଟା ଧରି ଆକାଶରେ ରହିବା ପରେ ଦିଲ୍ଲୀ ବିମାନ ବନ୍ଦରକୁ ଫେରି ଆସିଥିଲା

ନୂଆଦିଲ୍ଲୀ-: ଗୁରୁବାର ଇମ୍ଫାଲ ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ତାହା ପ୍ରାୟ ଏକ ଘଣ୍ଟା ଧରି ଆକାଶରେ ରହିବା ପରେ ଦିଲ୍ଲୀ ବିମାନ ବନ୍ଦରକୁ ଫେରି ଆସିଥିଲା। ଦିଲ୍ଲୀରେ ତ୍ରୁଟି ସଜଡ଼ାଯିବା ପରେ ତାହା ପୁଣି ଉଡ଼ାଣ ଆରମ୍ଭ କରିଥିଲା । ଖବର ମୁତାବକ, ଇମ୍ପାଲ…
Read More...

ଚେନ୍ନାଇରୁ ମଦୁରାଇ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ ଆକାଶ ମାର୍ଗରେ ଯାନ୍ତ୍ରିକ ତ୍ରୁଟି

ଚେନ୍ନାଇ-: ଚେନ୍ନାଇରୁ ମଦୁରାଇ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ ଆକାଶ ମାର୍ଗରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ବିମାନଟି ଚେନ୍ନାଇ ଫେରିବାକୁ ପଡିଥିଲା । ବିମାନବନ୍ଦର ଅଧିକାରୀମାନେ କହିଛନ୍ତି ଯେ ପ୍ରାୟ ଅଧ ଘଣ୍ଟା ଉଡାଣ ପରେ, ଇଣ୍ଡିଗୋ ଏୟାରଲାଇନ୍ସର ପାଇଲଟ ଯାନ୍ତ୍ରିକ…
Read More...

ଅହମ୍ମଦାବାଦରୁ ନୂଆଦିଲ୍ଲୀ ଆସୁଥିବା ଏକ ଇଣ୍ଡିଗୋ ବିମାନକୁ ମିଳିଲା ବୋମା ଧମକ

ନୂଆଦିଲ୍ଲୀ-: ଅହମ୍ମଦାବାଦରୁ ନୂଆଦିଲ୍ଲୀ ଆସୁଥିବା ଏକ ଇଣ୍ଡିଗୋ ବିମାନକୁ ମିଳିଲା ବୋମା ଧମକ । ଏନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଘଟଣା ଜଣାପଡିବା ପରେ, ବିମାନଟିକୁ ବିମାନବନ୍ଦରର ଆଇସୋଲେସନ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସୁରକ୍ଷା ଯାଞ୍ଚ ପାଇଁ ରଖାଯାଇଥିଲା ଏବଂ ବିମାନରେ ଥିବା…
Read More...

କୋଲକାତାରୁ ମୁମ୍ବାଇ ଯାଉଥିବା ଏକ ଇଣ୍ଡିଗୋ ବିମାନରେ ବୋମା ଆତଙ୍କ

ନୂଆଦିଲ୍ଲୀ-: କୋଲକାତାରୁ ମୁମ୍ବାଇ ଯାଉଥିବା ଏକ ଇଣ୍ଡିଗୋ ବିମାନରେ ବୋମା ଆତଙ୍କ । ଏହି ଘଟଣା କୋଲକାତା ବିମାନବନ୍ଦରରେ ଘଟିଥିଲା । ଯେତେବେଳେ ସୁରକ୍ଷା ଯାଞ୍ଚ ବେଳେ ଜଣେ ଯାତ୍ରୀ କହିଥିଲେ ଯେ କଣ ମୋ ପାଖରେ ବୋମା ଅଛି । ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (AAI) ଅଧିକାରୀମାନେ କହିଛନ୍ତି…
Read More...

ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ୩୦ ଲକ୍ଷ ଜରିମାନା ଲଗାଇଛି

ନୂଆଦିଲ୍ଳୀ: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ୩୦ ଲକ୍ଷ ଟଙ୍କା ଆର୍ଥିକ ଜରିମାନା ଲଗାଇଛି । ଇଣ୍ଡିଗୋ ଏୟାରଲାଇନ୍ସ ୨୦୧୩  ମସିହାରେ ଛଅ ମାସ ମଧ୍ୟରେ A321 ବିମାନରେ ଚାରିଟି ଟେଲ୍ ଷ୍ଟ୍ରାଇକ୍ ଘଟଣାର ସମ୍ମୁଖୀନ ହୋଇଥିଲା । ଡିଜିସିଏ ପକ୍ଷରୁ ଇଣ୍ଡିଗୋ…
Read More...

ପାଇଲଟ ଓ କ୍ରିୟୁ ମେମ୍ବରଙ୍କ ଅନୁପସ୍ଥିତ

ନୂଆଦିଲ୍ଲୀ: ପାଇଲଟ ଓ କ୍ରିୟୁ ମେମ୍ବରଙ୍କ ଅନୁପସ୍ଥିତ ଯୋଗୁ ଦିଲ୍ଲୀ ଓ ହାଇଦ୍ରାବାଦ ବିମାନବନ୍ଦରରେ ବିମାନର ରକ୍ଷଣାବେକ୍ଷଣ ଲାଗି ସମସ୍ୟା ସୃଷ୍ଟି ହୋଇଥିଲା। ଜୁଲାଇ ୮ ତାରିଖରେ ହାଇଦ୍ରାବାଦ ଓ ଦିଲ୍ଲୀ ବିମାନବନ୍ଦରରେ ରାତ୍ରୀକାଳୀନ ଡ୍ୟୁଟିରେ ଥିବା ପାଇଲଟ ଓ କ୍ରିୟୁ ମେମ୍ବର ବିମାନବନ୍ଦର…
Read More...