ଏସୀୟ କରାଟେ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଲେ ୩ ଓଡ଼ିଆ
ଭୁବନେଶ୍ବର: ମାଲେସିଆର ମାଲେଙ୍ଗାଠାରେ ଜୁଲାଇ ୧୭ରୁ ୨୪ ତାରିଖ ପର୍ୟ୍ୟନ୍ତ ଖେଳାଯିବାକୁ ଥିବା ଏସୀୟ କରାଟେ ପ୍ରତିଯୋଗିତା ପାଇଁ ଭାରତୀୟ ଦଳରେ ୩ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଭାଲିନା ଭାଲେଣ୍ଟିନା, ସୁରମିତା ସିହ୍ନା ଓ ବିଦ୍ୟା କିରଣ ସାହୁ। ଏହା ପୂର୍ବରୁ ଜାତୀୟ ବରିଷ୍ଠ…
Read More...
Read More...