Browsing Tag

Indian Postal Service

ପୋଷ୍ଟାଲରେ ଏହି ଯୋଜନାରେ ଥରେ ହିଁ ମାତ୍ର କରନ୍ତୁ ନିବେଶ, ପାଇବେ ଦମଦାର ଫାଇଦା

ନୂଆଦିଲ୍ଲୀ: ସମସ୍ତେ ନିଜର ବା ନିଜ ସନ୍ତାନଙ୍କ ଭବିଷ୍ୟତ ପାଇଁ ଶାନଦାର ରିଟର୍ଣ୍ଣ ଓ ସୁରକ୍ଷିତ ନିବେଶ ସ୍କିମ ସନ୍ଧାନରେ ରହିଥାନ୍ତି । ଏପରି ସ୍ଥିତିରେ ଆପଣଙ୍କ ପାଇଁ ପୋଷ୍ଟ ଅଫିସର ଇନଭେଷ୍ଟମେଣ୍ଟ ସ୍କି ଏକ ସୁରକ୍ଷିତ ଅପ୍ସନ ହୋଇପାରେ । ଏହି ସ୍କିମରେ ଆପଣ ଥରେ ୫ ଲକ୍ଷ ଟଙ୍କା ନିବେଶ…
Read More...

ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ପାଞ୍ଚ…

ବ୍ୟୁରୋ-: ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହା ସହିତ ଏହି ମାମଲାରେ ମୋଟ ଗିରଫ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି । ଗିରଫ ହୋଇଥିବା…
Read More...