Browsing Tag

indian-cricket-team

ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିବେ ଭାରତୀୟ କ୍ରିକେଟ୍ ଦଳ: ବିସିସିଆଇ

ମୁମ୍ବାଇ:  ଏସୀୟ କ୍ରୀଡ଼ାରେ ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ୍ ଦଳର ଅଂଶଗ୍ରହଣକୁ ବିସିସିଆଇ ଆପେକ୍ସ କାଉନସିଲରେ ଅନୁମୋଦନ ମିଳିଛି। ସେପ୍ଟେମ୍ବର ୨୮ ତାରିଖରୁ ଆରମ୍ଭ ହେଉଥିବା ଏହି ଏସୀୟ ମହାକୁମ୍ଭରେ ବିସିସିଆଇର ଦ୍ବିତୀୟ ପୁରୁଷ ଦଳ ଭାଗ ନେବ। ଏସୀୟ କ୍ରୀଡ଼ା ଇତିହାସରେ କ୍ରିକେଟ୍ ତୃତୀୟ…
Read More...

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଯାଉଛି ଟି-ଟ୍ୱେଣ୍ଟି

ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଟି-ଟ୍ୱେଣ୍ଟି । ଏପଟେ ଶ୍ରୀଲଙ୍କା ପାଇଁ ଏହି ମ୍ୟାଚ୍ ଜିତିବା ନିହାତି ଜରୁରୀ ହୋଇ ପଡିଥିବା ବେଳେ,ଭାରତ ପ୍ରଥମ ମ୍ୟାଚ ୬୨ ରନ୍‌ରେ ଜିତିବାପରେ ସିରିଜ କୁ ଜିତିବାକୁ ମୂଳ ଲକ୍ଷ କରି ମଇଦାନ କୁ ଓହ୍ଲାଇବ । ବର୍ତ୍ତମାନ ଟିମ୍ ଇଣ୍ଡିଆ ଲଗାତାର ୧୦ଟି…
Read More...

ଲର୍ଡ୍ସ ପରାଜୟ ପରେ ଭାରତ ବିରୁଦ୍ଧରେ ଅଭିଯୋଗ

ନୂଆଦିଲ୍ଲୀ: ଭାରତ ବିପକ୍ଷ ଲର୍ଡ୍ସ ଦ୍ୱିତୀୟ ଟେଷ୍ଟରେ ଏକ ବଡ ବ୍ୟବଧାନରେ ହାରିବା ପରେ ଇଂଲଣ୍ଡ ଦଳ ଚିନ୍ତାରେ ପଡିଯାଇଛି । ଏହି ପରାଜୟକୁ ଇଂଲିଶ ଦଳ କିମ୍ବା ଇଂଲଣ୍ଡ ମିଡିଆ ସହଜରେ ଗ୍ରହଣ କରିପାରି ନାହିଁ । ସେଥିପାଇଁ ଭାରତୀୟ ଦଳ ଉପରେ ଭିତ୍ତିହୀନ ଅଭିଯୋଗ କରିଛି ଇଂଲଣ୍ଡର ଗଣମାଧ୍ୟମ ।…
Read More...

ବିରାଟଙ୍କୁ କୋହଲୀଙ୍କୁ ସମାଲୋଚନା

ଲର୍ଡ୍ସ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ମ୍ୟାଚର ଉଭୟ ପାଳିରେ ଫେଲ ମାରିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲୀ । ବାରମ୍ବାର ଟେଷ୍ଟରେ ବିରାଟ ବ୍ୟାଟ ନୀରବ ରହୁଛି । ଦ୍ୱିତୀୟ ଇନିଂସରେ କୋହଲୀ ମାତ୍ର ୨୦ ରନ କରି ପାଭିଲିୟନ ଫେରିଥିଲେ । ଭାରତର ଦୁଇ ସଫଳ ଓପନର ରୋହିତ ଶର୍ମା ଏବଂ ଲୋକେଶ ରାହୁଲ…
Read More...

ଭାରତ ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ

ଲର୍ଡ୍ସ: ଆରମ୍ଭ ହୋଇଛି ଭାରତ-ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ । ଘାତ ପ୍ରତିଘାତ ପରେ ଶେଷରେ ପଡିଛି ଟସ । ଏହି ମ୍ୟାଚରେ ଟସ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି ଇଂଲଣ୍ଡ ଦଳର ଅଧିନାୟକ ଜୋ ରୁଟ । ଭାରତକୁ ବ୍ୟାଟିଂ କରିବା ପାଇଁ ସେ ଆମନ୍ତ୍ରିତ କରିଛନ୍ତି । ଏହି ମ୍ୟାଚରେ ଭାରତ…
Read More...

ଟସ ଜିତି ଶ୍ରୀଲଙ୍କାର ବୋଲିଂ

କଲମ୍ବୋ(ରିପୋର୍ଟର୍ସ ଟୁଡେ): ଆଜିଠୁ ଆରମ୍ଭ ହୋଇଛି ଭାରତ ଶ୍ରୀଲଙ୍କା ପ୍ରଥମ ଟି-ଟ୍ଵେଣ୍ଟି ସିରିଜ। ଏହି ସିରିଜର ପ୍ରଥମ ମ୍ୟାଚରେ ଘରୋଇ ଟିମ୍ ଶ୍ରୀଲଙ୍କା ଟସ ଜିତି ବୋଲିଂର ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ୟାଟିଙ୍ଗ ପାଇଁ ଭାରତକୁ ଆମନ୍ତ୍ରିତ କରିଛି ସିଂହଳି ଦଳ। ଏହି ମ୍ୟାଚରେ ଭାରତୀୟ ଦଳରେ…
Read More...

ଟେଷ୍ଟ ସିରିଜରୁ ବାଦ ପଡିଲେ ଆଉ ଜଣେ ଭାରତୀୟ ଖେଳାଳୀ

ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ): ଇଂଲଣ୍ଡ ବିପକ୍ଷ ଟେଷ୍ଟ ପୂର୍ବରୁ ଭାରତକୁ ଲାଗିଲା ଆଉ ଏକ ବଡ ଝଟକା । ଇଂଲଣ୍ଡ ଗସ୍ତରେ ଯାଇଥିବା ଖେଳାଳୀମାନଙ୍କ ମଧ୍ୟରୁ ଆଉ ଜଣେ ଖେଳାଳୀ ଫେରିଛନ୍ତି ସ୍ୱଦେଶ । ତେଣୁ ଇଂଲଣ୍ଡ ବିପକ୍ଷ ସିରିଜରୁ ସେ ବାଦ ପଡିଛନ୍ତି । ଭାରତୀୟ କ୍ରିକେଟ ଟିମର ପିଛା ଛାଡୁନି…
Read More...

ଶ୍ରୀଲଙ୍କା ଉପରେ ଭାରୀ ପଡିଲେ ଦୀପକ

କଲମ୍ବୋ(ରିପୋର୍ଟର୍ସ ଟୁଡେ): ଭାରତ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆରେ ବିଜୟ ହାସଲ କରିଛି ଭାରତ । ଏଥି ସହ ସିରିଜକୁ ମଧ୍ୟ ନିଜ ନାମରେ କରି ନେଇଛି ଶିଖର ସେନା । ଏହି ବିଜୟର ହିରୋ ସାଜିଥିଲେ ବୋଲର ଦୀପକ ଚହର । କିନ୍ତୁ ବୋଲିଂରେ ନୁହେଁ ନିଜ ବ୍ୟାଟିଂ ଦକ୍ଷତାରେ । ଏକଦା ଅସମ୍ଭବ…
Read More...

ଏକା ସମୟରେ ଦୁଇଟି ମ୍ୟାଚ ଖେଳିବ ଭାରତ

ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ): ଭାରତୀୟ କ୍ରିକେଟ ଇତହିହାସର ଆଜି ହେଉଛି ଏକ ଐତିହାସିକ ଦିନ । ଆଜି ଗୋଟିଏ ଦିନରେ ଭାରତର ଦୁଇଟି ଦଳ ଦୁଇଟି ସ୍ଥାନରେ ଦୁଇ ଅଲଗା ପ୍ରତିଦ୍ୱନ୍ଦୀ ବିପକ୍ଷରେ ମ୍ୟାଚ ଖେଳିବ । ଗୋଟିଏ ପଟେ ଶ୍ରୀଲଙ୍କା ଗସ୍ତରେ ଥିବା ଶିଖର ଧୱନଙ୍କ ଅଧିନାୟକତ୍ୱରେ ଭାରତ ମ୍ୟାଚ…
Read More...

ଶ୍ରୀଲଙ୍କା ଉପରେ ଭାରି ପଡିଲେ ଶିଖର ସେନା

କଲମ୍ବୋ(ରିପୋର୍ଟର୍ସ ଟୁଡେ): ବିଜୟ ସହ ଅଧିନାୟକ ପଦର ଶୁଭାରମ୍ଭ କରିଛନ୍ତି ଭାରତର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଶିଖର ଧୱନ । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ୭ ୱିକେଟରେ ବିଜୟ ହାସଲ କରିଛି ଭାରତ । ଶ୍ରୀଲଙ୍କାର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଦିନିକିଆ ଜିତି ସିରିଜରେ…
Read More...