ଟି-୨୦ର ଦ୍ୱିତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜର ବିଜୟ
ବ୍ୟୁରୋ: ଦ୍ବିତୀୟ ଟି-୨୦ ମ୍ୟାଚରେ ଜିତିଲା ୱେଷ୍ଟଇଣ୍ଡିଜ ।ଭାରତକୁ ୨ ୱିକେଟରେ ପରାସ୍ତ କରି ମ୍ୟାଚରେ ବିଜୟ କରିଛି । ଭାରତ ୧୫୨ ରନ ଟାର୍ଗେଟ ଦେଇଥିବା ବେଳେ ୱେଷ୍ଟଇଣ୍ଡିଜ ୮ ୱିକେଟ୍ ହରାଇ ୧୫୫ କରି ମ୍ୟାଚ୍ ହାତେଇଥିଲା । ଏହି ମ୍ୟାଚ ଜିତିବା ସହିତ ୱେଷ୍ଟଇଣ୍ଡିଜ୍ ୫ଟି ମ୍ୟାଚ୍ ବିଶିଷ୍ଟ…
Read More...
Read More...