Browsing Tag

INDIA VS PAKISTHAN

ଭାରତ-ପାକିସ୍ତାନ ମ୍ୟାଚ ବେଳେ ରିଜୱାନକୁ ଦେଖି ଜୟ ଶ୍ରୀ ରାମ ନାରା

ଦିନିକିଆ ବିଶ୍ୱକପ ୨୦୨୩ରେ ଭାରତ ପାକିସ୍ତାନକୁ ୭ ୱିକେଟରେ ହରାଇଛି । ଅହମଦାବାଦର ନରେନକ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଟିମ ଇଣ୍ଡିଆକୁ ଫ୍ୟାନ୍ସଙ୍କ ଜବରଦସ୍ତ ସପୋର୍ଟ ମିଳିଛି । ଏହି ମ୍ୟାଚରେ ଅନେକ ହାଇଲାଇଟ ମୋମେଣ୍ଟ ଦେଖିବାକୁ ମିଳିଛି । ଗତକାଲି ମ୍ୟାଚରେ ପାକିସ୍ତାନ…
Read More...

ଆଜି ବିଶ୍ବକପ୍‌ ମୁକାବିଲାରେ ଭାରତ ବନାମ ପାକିସ୍ତାନ

ଆଜି ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଦୁଇ ଚିର ପ୍ରତିଦ୍ୱନ୍ଦୀ  ଭାରତ ଓ ପାକିସ୍ତାନ ବିଶ୍ବକପ୍‌ ମୁକାବିଲାରେ ପରସ୍ପରକୁ ଭେଟିବେ। ଅପରାହ୍ଣ ୨ଟାରେ ଏହି ମହାମୁକାବିଲା ଆରମ୍ଭ ହେବ। ଏଥିପାଇଁ ସଂପୂର୍ଣ୍ଣ ଅହମଦାବାଦ ସହରକୁ ହାଇ ଆଲର୍ଟରେ ରଖାଯାଇଛି। ମ୍ୟାଚ୍‌ର ୪୮ ଘଣ୍ଟା ପୂର୍ବରୁ ପାକିସ୍ତାନ…
Read More...

ସେପ୍ଟେମ୍ବର ୧୦, ଭାରତ-ପାକିସ୍ତାନ ମୁହାଁମୁହିଁ

ବର୍ଷା ବାଧକ ସତ୍ୱେ ଗତ କାଲିର ମ୍ୟାଚରେ ନେପାଳକୁ ୧୦ ୱିକେଟରେ ହରାଇଛି ଭାରତ । ସୁପର-୪ରେ ପ୍ରବେଶ କରଛି ଭରତ । ପ୍ରବେଶ କରିବା ଫଳରେ ଆସନ୍ତା ରବିବାର ଭାରତ ପାକିସ୍ତାନ ମଧ୍ୟରେ ଆଉ ଏକ ମ୍ୟାଚ ଦେଥିବାକୁ ମିଳିବ । ୨ ମ୍ୟାଚରୁ ୩ ପଏଣ୍ଟ ପାଇଥିବା ଭାରତ ଗ୍ରୁପ୍ ‘ଏ’ରେ ଦ୍ୱିତୀୟ ଦଳ ଭାବେ…
Read More...