ମେଲବୋର୍ଣ୍ଣରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ: ଏସିଆ କପର ପ୍ରତିଶୋଧ ବିଶ୍ୱକପରେ ନେବ ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ : ପୁଣି ବିଶ୍ୱ ଦେଖିବ ମହାମୁକାବିଲା | ସମ୍ନାସାମ୍ନି ହେବେ ଭାରତ-ପାକିସ୍ତାନ| ଏସିଆ କପର ପ୍ରତିଶୋଧ ବିଶ୍ୱକପରେ ନେବ ଟିମ୍ ଇଣ୍ଡିଆ । କାରଣ ଅକ୍ଟୋବର ୨୩ ତାରିଖରେ ଟି-୨୦ ବିଶ୍ୱକପରେ ମେଲବୋର୍ଣ୍ଣ ମୈଦାନରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଯେଉଁ ମ୍ୟାଚ୍ ଉପରେ ଏବେ ପୂରା…
Read More...
Read More...