ଆଫଗାନିସ୍ତାନ ବିପକ୍ଷରେ ଦମଦାର ବିଜୟ ପରେ ଏସିଆ କପ୍ ଫାଇନାଲରେ ପାକିସ୍ତାନକୁ ଭେଟିବ ଭାରତୀୟ ଅଣ୍ଡର-୧୯ ଦଳ
ଓମାନ: ଗୁରୁବାର ଦିନ 'ଏସିସି (ACC) ପୁରୁଷ ଅଣ୍ଡର-୧୯ ଏସିଆ କପ୍ ୨୦୨୬'ର ସେମିଫାଇନାଲ୍ ମ୍ୟାଚରେ ଭାରତର ଅଣ୍ଡର-୧୯ କ୍ରିକେଟ୍ ଦଳ ଆଫଗାନିସ୍ତାନକୁ ୮ ୱିକେଟରେ ପରାସ୍ତ କରି ଏକ ଦମଦାର ପ୍ରଦର୍ଶନ କରିଛି। ଏହି ବିଜୟ ସହିତ, ଆସନ୍ତା ଶନିବାର, ନଭେମ୍ବର ୧୪ ତାରିଖରେ ପାରମ୍ପରିକ…
Read More...
Read More...