‘ଇଣ୍ଡିଆ ୱାନ ଏୟାର’ ସଂସ୍ଥା ପକ୍ଷରୁ ଜୟପୁରକୁ ଉଡିଲା ଦ୍ୱିତୀୟ ବିମାନ
ଭୁବନେଶ୍ୱର: ଜୟପୁରକୁ ଭୁବନେଶ୍ୱରରୁ ଉଡିଲା ଦ୍ୱିତୀୟ ବିମାନ । ଏହି ବିନ ସେବା ‘ଇଣ୍ଡିଆ ୱାନ ଏୟାର’ ପକ୍ଷରୁ ଯୋଗାଇ ଦିଆ ଯାଇଛି । ୯ ସିଟ ବିଶିଷ୍ଟ ଏହି ବିମାନଟି ଯାତ୍ରୀଙ୍କୁ ଧରି ଉଡାଣ ଭରିଛି । ଭୁବନେଶ୍ବରରୁ ସକାଳ ୭ଟା ୧୦ରେ ବାହାରି ଜୟପୁରରେ ପହଞ୍ଚିଥିଲା ୮ଟା ୪୫ରେ । ସେହିପରି…
Read More...
Read More...