ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି କି ଆଉ ଏକ ବାତ୍ୟା ? IMD ମୁଖ୍ୟଙ୍କ ବଡ଼ ସଙ୍କେତ
ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (IMD) ର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଗୁରୁବାର ଦିନ ଜାରି କରାଯାଇଥିବା ୧୫ ଦିନିଆ ଦୀର୍ଘକାଳୀନ ପାଣିପାଗ ପୂର୍ବାନୁମାନରୁ ଏହି ସୂଚନା…
Read More...
Read More...