ପୁରୀ ରୁ ରାଉରକେଲାକୁ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍
ବ୍ୟୁରୋ: ପୁରୀ ରୁ ରାଉରକେଲାକୁ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍। ପୂର୍ବରୁ ଥରେ ଟ୍ରଏଲ ରନ୍ ହୋଇଥିବାବେଳେ ଆସନ୍ତାକାଲି ପୂର୍ଣ୍ଣ ଟ୍ରାଏଲ ରନ୍ ହେବ । ପୂର୍ବରୁ ହୋଇଥିବା ଟ୍ରାଏଲ ରନ୍ରେ ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଓ ଢ଼େଙ୍କାନାଳ ଷ୍ଟେସନରେ ମାତ୍ର ୨ ମିନିଟ୍ ଲେଖାଏଁ ଏହି…
Read More...
Read More...