ଇଣ୍ଡିଆ ବୁକ ଅଫ ରେକର୍ଡରେ କୁନି ଝିଅ ପରିରୂପା
ଉଦଳା (ଦୀପକ କୁମାରି ମିଶ୍ର )କଥାରେ ଅଛି ଇଚ୍ଛା ଥିଲେ ସବୁ ଅସମ୍ଭବ ସମ୍ଭବ ହୋଇପାରେ । ହେଲେ ଆଜିର ପିଢୀ ପଥଭ୍ରଷ୍ଟ ହେଉଥିବା ବେଳେ ଏକ କୁନିଝିଅ କିନ୍ତୁ କରି ଦେଖାଇଛି ଏକ ନୂଆ ରେକର୍ଡ । ଶ୍ରୀମଦ୍ ଭଗବତ ଗୀତାର ୭ଶହ ଶ୍ଳୋକକୁ ଏକ ଘଂଟାରେ ଆବୃତି କରି ବନାଇଛି ବିରଳ ରେକର୍ଡ । ଇଣ୍ଡିଆ ବୁକ…
Read More...
Read More...