ନେଦରଲାଣ୍ଡସକୁ ୫୬ ରନରେ ହରାଇଲା ଭାରତ
ସିଡନି : ଟି-ଟେ୍ଵଣ୍ଟି ବିଶ୍ୱକପରେ ଆଜି ଭାରତ-ନେଦରଲାଣ୍ଡ ମୁକାବିଲା । ଟି-୨୦ ବିଶ୍ୱକପରେ ନେଦରଲାଣ୍ଡ ବିପକ୍ଷରେ ବର୍ଷିଲେ ଭାରତୀୟ ଟପ୍ ଅର୍ଡର । ମ୍ୟାଚରେ ନେଦରଲାଣ୍ଡସକୁ ୫୬ ରନରେ ପରାସ୍ତ କରିଛି ଟିମ ଇଣ୍ଡିଆ । ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି…
Read More...
Read More...