ଢାକାରେ ଥିବା ଦୁଇ ଭିସା କେନ୍ଦ୍ରକୁ ବନ୍ଦ କଲା ଭାରତ
ଭାରତ ଏବଂ ବାଂଲାଦେଶ ମଧ୍ୟରେ ଧିରେ ଧିରେ ତିକ୍ତ ହେଉଛି ସମ୍ପର୍କ । ଏହାରି ମଧ୍ୟରେ ବାଂଲାଦେଶ ବିରୋଧରେ ବଡ ପଦକ୍ଷେପ ନେଇଛି ଭାରତ । ବଂଲାଦେଶ ଢାକାରେ ଥିବା ରାଜଶାହୀ ଏବଂ ଖୁଲନାରେ ଦୁଇଟି ଭିସା ଆବେଦନ କେନ୍ଦ୍ରକୁ ବନ୍ଦ କରିଛି ଭାରତ । IVAC ୱେବସାଇଟରେ ଏକ ସରକାରୀ ବିଜ୍ଞପ୍ତିରେ…
Read More...
Read More...