Browsing Tag

Independence Day

ବାଲିଗୁଡ଼ା ବିଜୁପଟ୍ଟନାୟକ ମିନିଷ୍ଟାଡିୟମ ଠାରେ ୭୭ତମ ସ୍ବାଧୀନତା ଦିବସ ପାଳିତ

ବାଲିଗୁଡ଼ା / ବନବାସୀ ପ୍ରଧାନ : ବାଲିଗୁଡା ଉପଖଣ୍ଡ ବିଜୁପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ୭୭ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ସ୍ବାଧୀନତା ଦିବସ ଅବସରରେ ବାଲିଗୁଡ଼ା ଅଂଚଳର ସରକାରୀ ଓ ବେସରକାରୀ ବିଶ୍ବବିଦ୍ୟାଳୟ ରୁ ୩୦ ଗୋଟି ଦଳ ଅଂଶଗ୍ରହଣ କରି ପ୍ୟାରେଡ କରିଥିବା ଦେଖିବାକୁ…
Read More...

ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ

ନୂଆଦିଲ୍ଲୀ: ସାରା ଦେଶ ପାଳୁଛି ୭୭ ତମ ସ୍ୱାଧୀନତା ଦିବସ । ଏହି ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପରେ ଦେଶ ବାସିଙ୍କୁ ସମ୍ବୋଧିତ କରିକହିଛନ୍ତି ଯେ, ଦେଶବାସୀ ମୋ ପରିବାର ଜନ । “ବିଶ୍ୱର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ର ଏବେ ଜନସଂଖ୍ୟା…
Read More...

ଆଜି ଦେଶ ପାଳୁଛି ୭୬ତମ ସ୍ୱାଧୀନତା ଦିବସ

ନୂଆଦିଲ୍ଲୀ : ଆଜି ସାରା ଦେଶ ପାଳୁଛି ୭୬ତମ ସ୍ୱାଧୀନତା ଦିବସ। ସ୍ୱାଧୀନତା ଦିବସ ପାଇଁ ସାରା ଦେଶ ଉତ୍ସବ ମୁଖର। ଦିଲ୍ଲୀରୁ ପଲ୍ଲୀ ସବୁଠି ଆନନ୍ଦ ଉଲ୍ଲାସ। ନୂଆଦିଲ୍ଲୀରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଲାଲକିଲ୍ଲାରୁ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ…
Read More...

ସ୍ୱାଧୀନତା ଦିବସ ଲାଗି ପ୍ରସ୍ତୁତି ବୈଠକ

ପୁରୀ: ବିଗତ ଦୁଇ ବର୍ଷ ଭଳି କୋଭିଡ ନିୟମାବଳୀ ଆଧାରରେ ଚଳିତ ବର୍ଷର ସ୍ୱାଧୀନତା ଦିବସ ପାଳିତ ହେବ। କେବଳ ପୋଲିସ ବାହିନୀ ପାରେଡ ପଡିଆରେ ଉପସ୍ଥିତ ରହିବେ ବୋଲି ସ୍ଥିର ହୋଇଛି। ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରଦୀପ ସାହୁଙ୍କ ଅଧ୍ୟକ୍ଷତାରେ…
Read More...

୭୫ ବର୍ଷରେ ସ୍ଵାଧୀନ ଭାରତ

ଭୁବନେଶ୍ଵର(ସ୍ମୃତି ରଞ୍ଜନ): ଭାରତ ସ୍ଵାଧିନତାକୁ ପୁରିଛି ୭୪ ବର୍ଷ। ୭୫ ବର୍ଷରେ ପାଦ ଥାପିଛି ଏହି ସ୍ଵତନ୍ତ୍ର ଭାରତ। ତେଣୁ ଆଜିର ଏହି ପବିତ୍ର ଦିବସରେ ଭାରତର କୋଣ ଅନୁକୋଣରେ ଫର ଫର ହୋଇ ଉଡୁଛି ଦେଶର ତ୍ରିରଙ୍ଗା ପତାକା। ଜାତୀୟ ସଙ୍ଗୀତ ସହିତ ଭାରତ ମାତା ଏବଂ ଦେଶକୁ ସ୍ଵାଧୀନତା ଦେଇଥିବା…
Read More...

ସୁବର୍ଣ୍ଣପୁରରେ ସ୍ଵାଧୀନତା ଦିବସ ପାଳନ

ସୋନପୁର(ଓମପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ୭୫ତମ ସ୍ଵାଧୀନତା ଦିବସ ପାଳନ ହୋଇଯାଇଛି। ସରକାରଙ୍କ ଦ୍ଵାରା ଜାରି ହୋଇଥିବା କୋରୋନା ମାର୍ଗଦର୍ଶିକା ଅନୁଯାୟୀ ପାଳନ କରାଯାଇଛି ସ୍ଵାଧୀନତା ଦିବସ। ସୁବର୍ଣ୍ଣପୁର ରିଜର୍ଭ ପୋଲିସ ପଡ଼ିଆଠାରେ ଶ୍ରୀଯୁକ୍ତ ଦକ୍ଷତା ବିକାଶ ଓ ବୈଷୟିକ…
Read More...