ଭାରତ-ପାକିସ୍ତାନ ବିଶ୍ଵକପ୍ ମ୍ୟାଚକୁ ନେଇ ସନ୍ଦେହ, ICC ସମ୍ମୁଖରେ ୩ଟି ସର୍ତ୍ତ ରଖିଲା ପାକିସ୍ତାନ
ନୂଆଦିଲ୍ଲୀ: ICC ପୁରୁଷ T20 ବିଶ୍ୱକପ୍ 2026ର ସବୁଠାରୁ ଆକର୍ଷଣୀୟ ଭାରତ ବନାମ ପାକିସ୍ତାନ ମ୍ୟାଚ୍କୁ ନେଇ ଏବେ ଅନିଶ୍ଚିତତା ସୃଷ୍ଟି ହୋଇଛି। ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ବିପକ୍ଷରେ ଖେଳିବାକୁ ମନା କରିଥିବା ବେଳେ, ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏପର୍ଯ୍ୟନ୍ତ ଏନେଇ…
Read More...
Read More...