Browsing Tag

IND vs NZ T20

ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି-୨୦, ଚୁଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ରାୟପୁରର ସହିଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଭାରତ । ଦ୍ବିତୀୟ ଟି-୨୦ରେ ଭାରତର…
Read More...

ନାଗପୁର ଟି-୨୦ରେ ଭାରତର ଜୋରଦାର ପ୍ରତ୍ୟାବର୍ତ୍ତନ, ନ୍ୟୁଜିଲାଣ୍ଡକୁ ୪୮ ରନରେ କଲେ ପରାସ୍ତ

ନୂଆଦିଲ୍ଲୀ: ଦିନିକିଆ ସିରିଜର ହାରକୁ ପଛରେ ଛାଡ଼ି ଟିମ୍ ଇଣ୍ଡିଆ ନାଗପୁରରେ ଜୋରଦାର ଭାବେ ପ୍ରତ୍ୟାବର୍ତ୍ତନ କରିଛି। ନାଗପୁରରେ ଖେଳାଯାଇଥିବା ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ୪୮ ରନରେ ପରାଜିତ କରିଛି। ଏହି ବିଜୟ ସହ ଭାରତ ସିରିଜ ଆରମ୍ଭ କରିଛି।…
Read More...

ନ୍ୟୁଜିଲାଣ୍ଡକୁ ୨୩୯ ରନ୍‌ର ଟାର୍ଗେଟ୍ ଦେଲା ଭାରତ

ନାଗପୁର: ନାଗପୁର ଟି ଟ୍ବେଣ୍ଟିରେ ଭାରତର ୨୩୮ ରନ୍‌ର ବିଶାଳ ସ୍କୋର । ନିର୍ଦ୍ଧାରିତ ଓଭରରେ ଭାରତର ସ୍କୋର ୨୩୮/୭ । ନ୍ୟୁଜିଲାଣ୍ଡକୁ ୨୩୯ ରନ୍‌ର ଟାର୍ଗେଟ୍ ଦେଲା ଭାରତ । ଅଭିଷେକ ଶର୍ମାଙ୍କ ୩୫ ବଲ୍‌ରୁ ୮୪ ରନ୍‌ର ଧୂଆଁଧାର ଇନିଂସ । ୮ ଛକା ଓ ୫ ଚୌକା ସହାୟତାରେ ଅଭିଷେକଙ୍କ ୮୪ ରନ୍‌ ।…
Read More...

ଭାରତକୁ ଚେତାବନୀ ଦେଲେ ସାଣ୍ଟନର: ନାଗପୁର T20ରେ ଡାରିଲ୍ ମିଚେଲ୍ ହେବେ ମୁଖ୍ୟ ଆଶା

ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ T20 ସିରିଜ୍‌ର ଆରମ୍ଭ ୨୧ ଜାନୁଆରୀରୁ ହେବ। ପ୍ରଥମ ମ୍ୟାଚ୍‌ ନାଗପୁରର VCA ଷ୍ଟେଡିୟମରେ ଖେଳାଯିବ। ସିରିଜ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ T20 ଅଧିନାୟକ ମିଚେଲ୍ ସାଣ୍ଟନର ଟିମ୍‌ ଇଣ୍ଡିଆକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ଓଡ଼ିଆଇ ସିରିଜ୍‌ରେ…
Read More...