୪୬ ରନରେ ନ୍ୟୁଜିଲାଣ୍ଡକୁ ହରାଇ ଭାରତ ୪-୧ରେ ଟି-୨୦ ସିରିଜ୍ କବଜା କଲା
ତିରୁବନନ୍ତପୁରମ: ପଞ୍ଚମ ଟି-୨୦ ମ୍ୟାଚ୍ରେ ଭାରତ ନ୍ୟୁଜିଲାଣ୍ଡକୁ ୪୬ ରନରେ ପରାସ୍ତ କରି ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍କୁ ୪-୧ରେ କବଜା କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ୨୦ ଓଭରରେ ୫ ୱିକେଟ୍ ହରାଇ ୨୭୧ ରନର ବିଶାଳ ସ୍କୋର କରିଥିଲା। ଏହା ଟି-୨୦…
Read More...
Read More...