Browsing Tag

ind vs eng

ଭାରତର ବଡ଼ ବିଜୟ, ଫାଇନାଲକୁ ମାରିଲା ଗ୍ରାଣ୍ଡ ଏଣ୍ଟ୍ରି

ମୁମ୍ବାଇ: ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୦୨୬ ଟି - ୨୦ ବିଶ୍ୱକପରେ ଫାଇନାଲକୁ ପ୍ରବେଶ କରିଛି। ଗୁରୁବାର ମୁମ୍ବାଇର Wankhede Stadium ରେ ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଭାରତ ଇଂଲଣ୍ଡ କୁ ୭ ରନ୍‌ରେ ପରାଜିତ କରିଛି। ଟସ୍ ହାରି…
Read More...

ଟି-୨୦ ବିଶ୍ୱକପ୍ ସେମିଫାଇନାଲରେ ଭାରତର ରନ୍ ବର୍ଷା, ଇଂଲଣ୍ଡକୁ ୨୫୪ ରନ୍ ଟାର୍ଗେଟ୍

ମୁମ୍ବାଇ: ଟ୍ବେଣ୍ଟି-ଟ୍ବେଣ୍ଟି ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲରେ ଟିମ୍ ଇଣ୍ଡିଆ ଦମଦାର ବ୍ୟାଟିଂ କରି ବଡ଼ ସ୍କୋର ତିଆରି କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୭ଟି ୱିକେଟ ହରାଇ ୨୫୩ ରନ୍ ସଂଗ୍ରହ କରିଛି। ଏହା ସହିତ ଇଂଲଣ୍ଡ ସମ୍ମୁଖରେ ଜିତିବା ପାଇଁ ୨୫୪ ରନ୍‌ର ବଡ଼…
Read More...

ଟି-୨୦ ବିଶ୍ୱକପ୍ ସେମିଫାଇନାଲ୍: ଟସ୍ ଜିତି ପ୍ରଥମେ ବୋଲିଂ କରୁଛି ଇଂଲଣ୍ଡ

ନୂଆଦିଲ୍ଲୀ: ICC Men's T20 World Cup 2026ର ଦ୍ୱିତୀୟ ସେମିଫାଇନାଲରେ India national cricket team ଏବଂ England cricket team ମୁହାଁମୁହିଁ ହୋଇଛନ୍ତି। ଏହି ମହାମୁକାବିଲା ଜିତି ଫାଇନାଲରେ ପ୍ରବେଶ କରିବା ପାଇଁ ଉଭୟ ଦଳ ଜୋରଦାର ପ୍ରୟାସ କରୁଛନ୍ତି। ଭାରତ ଦୁଇଥର ଟି-୨୦ ବିଶ୍ୱକପ୍…
Read More...

ବିଶ୍ୱକପ୍ ସେମିଫାଇନାଲ୍ ଇଂଲଣ୍ଡଠାରୁ ୩୯ ବର୍ଷର ପୁରୁଣା ପ୍ରତିଶୋଧ ନେବାକୁ ରେଡି ଭାରତ

ନୂଆଦିଲ୍ଲୀ: ୨୦୨୬ ଟି-୨୦ ବିଶ୍ୱକପ୍‌ର ନକଆଉଟ୍ ପର୍ଯ୍ୟାୟ ମାର୍ଚ୍ଚ ୪ରୁ ଆରମ୍ଭ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ୍‌ରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବ ରୋମାଞ୍ଚକର ମୁକାବିଲା। ଗ୍ରୁପ୍-୨ରେ ଶୀର୍ଷ ସ୍ଥାନ ଅଧିକାର କରି ଇଂଲଣ୍ଡ ସେମିଫାଇନାଲକୁ ପହଞ୍ଚିଥିବା ବେଳେ,…
Read More...

ବର୍ଷାରେ ଧୋଇଯିବ ଟି-୨୦ ବିଶ୍ୱକପ୍ ସେମିଫାଇନାଲ୍, କିପରି ନିର୍ଣ୍ଣୟ ହେବ ଫାଇନାଲିଷ୍ଟ

ନୂଆଦିଲ୍ଲୀ: ୨୦୨୬ ଟି-୨୦ ବିଶ୍ୱକପ୍‌ରେ ଚାରୋଟି ଶକ୍ତିଶାଳୀ ଦଳ ସେମିଫାଇନାଲ ପାଇଁ ଯୋଗ୍ୟତା ହାସଲ କରିଛି। ଭାରତ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡ ଶେଷ ଚାରିରେ ପହଞ୍ଚିଛନ୍ତି। ପ୍ରଥମ ସେମିଫାଇନାଲ ୪ ମାର୍ଚ୍ଚରେ କୋଲକାତାର ପ୍ରସିଦ୍ଧ ଇଡେନ୍ ଗାର୍ଡେନ୍ ମଇଦାନରେ…
Read More...

ଶେଷ ଟେଷ୍ଟ ଉପରେ କଳା ବାଦଲ

ନୂଆଦିଲ୍ଲୀ: ଆଉ ମାତ୍ର କିଛି ସମୟ ପରେ ଆରମ୍ଭ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟେଷ୍ଟ । ଶେଷ ମ୍ୟାଚରେ ବିଜୟ ହାସଲ କରି ଇତିହାସ ରଚିବା ପାଇଁ ଯୋଜନା କରୁଛି ୨-୧ରେ ସିରିଜରେ ଆଗୁଆ ଥିବା ବିରାଟ ସେନା । ଘରୋଇ ଦଳ ଇଂଲଣ୍ଡ ମଧ୍ୟ ଏହି ମ୍ୟାଚରେ ପ୍ରତ୍ୟାପର୍ତ୍ତନ ସହ…
Read More...

ପୁଣି ଇଂଲଣ୍ଡ ଉପରେ ଭାରତର ବିଜୟ

ଲର୍ଡ୍ସ: ଗୋଟିଏ ପଟେ ଇଂରେଜ ଶାସନ ଉପରେ ବିଜୟ ଏବଂ ଭାରତର ସ୍ୱାଧୀନତାକୁ ୭୪ ବର୍ଷ ପୂର୍ତ୍ତି ଉପଲକ୍ଷେ ଉତ୍ସବ ପାଳନ କରୁଛି । ଅନ୍ୟପଟେ ଭାରତ ପୁଣି ଥରେ ଇଂରେଜ ମାନଙ୍କ ଉପରେ ସେମାନଙ୍କ ଘରେ ବିଜୟ ହାସଲ କରିଛି । ଏ ବିଜୟ ହେଉଛି ଲର୍ଡ୍ସ ଗ୍ରାଉଣ୍ଡରେ ଐତିହାସିକ ଟେଷ୍ଟ ମ୍ୟାଚର । ଦ୍ୱିତୀୟ…
Read More...

ପ୍ରଥମ ୱିକେଟ ଭାବେ ରୋହିତ ଫେରିଲେ ପାଭିଲିୟନ

ବ୍ରିଟେନ(ରିପୋର୍ଟର୍ସ ଟୁଡେ): ଟ୍ରେଣ୍ଟ ବ୍ରିଜରେ ଭାରତ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଚାଲୁ ରହିଛି । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୧୮୩ ରନରେ ଅଲଆଉଟ ହୋଇଥିଲା । ତେବେ ଦ୍ୱିତୀୟ ଦିନରେ ଭାରତ ନିଜର ପ୍ରଥମ ୱିକେଟ ହରାଇଛି । ଦଳ ପାଇଁ ପାଳି ଆରମ୍ଭ କରିଥିବା ରୋହିତ ଶର୍ମା ଇଂଲଣ୍ଡ…
Read More...