ICC ର ‘ଇମରଜେନ୍ସି ମିଟିଂ’ ଦାବିକୁ ନେଇ ପାକିସ୍ତାନ ମିଡିଆର ଭ୍ରମାତ୍ମକ ଖବରର ପର୍ଦ୍ଦାଫାସ
ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ୍ ୨୦୨୬ ମ୍ୟାଚ୍କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ପାକିସ୍ତାନର ମିଡିଆ ମଧ୍ୟ ଏବେ ସକ୍ରିୟ ହୋଇପଡ଼ିଛି। କିନ୍ତୁ ଖବର ପ୍ରଥମେ ଛାପିବାର ଦୌଡ଼ରେ କିଛି ମିଡିଆ ସଂସ୍ଥା ତଥ୍ୟକୁ ଅଣଦେଖା କରୁଥିବା ଦୃଶ୍ୟ ସ୍ପଷ୍ଟ ହୋଇଯାଇଛି।ପାକିସ୍ତାନର…
Read More...
Read More...