ଜନଶିକ୍ଷଣ ସଂସ୍ଥା ପକ୍ଷରୁ ବାଉଁଶ ଶିଳ୍ପ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ
ରାଇରଙ୍ଗପୁର/ସତ୍ୟ ନାରାୟଣ ପାଲ -ମୟୂରଭଞ୍ଜ ଜିଲ୍ଲା ଜନଶିକ୍ଷଣ ସଂସ୍ଥା ପକ୍ଷରୁ ବାଉଁଶ ଶିଳ୍ପ ସମ୍ବନ୍ଧୀୟ ପ୍ରଶିକ୍ଷଣ କେନ୍ଦ୍ର ମୁଖ୍ୟ ଅତିଥି କାଉନସିଲର ଶ୍ରୀ ଅନୁପ ମହାନ୍ତିଙ୍କ କର କମଳରେ ଶୁଭ ଉଦଘାଟିତ ହୋଇଯାଇଛି । କାର୍ୟ୍ୟକ୍ରମରେ ଜନଶିକ୍ଷଣ କେନ୍ଦ୍ରର ମୁଖ୍ୟ ଇଂ ସବ୍ୟସାଚୀ ସାମଲ…
Read More...
Read More...