Browsing Tag

IIC

ବଦଳିଲେ କଣ୍ଟାବାଞ୍ଜି IIC ଓ ସଇଁତଳା IIC

ବଲାଙ୍ଗିର: ବଦଳିଲେ କଣ୍ଟାବାଞ୍ଜି IIC ଓ ସଇଁତଳା IIC । କଣ୍ଟାବାଞ୍ଜି IIC ରଶ୍ମିତା ବେହେରାଙ୍କର ସଇଁତଳାକୁ ବଦଳି ହୋଇଥିବା ବେଳେ ସଇଁତଳା IIC ସୁଶାନ୍ତ ବଢ଼େଇଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି ହୋଇଥିବା ନେଇ ସୂଚନା ମିଳିଛି । ତେବେ IIC ରଶ୍ମିତା ତାଙ୍କ ସ୍ବାମୀଙ୍କ ଦବଙ୍ଗଗିରିକୁ ନେଇ…
Read More...

କମିଶନରେଟ ପୋଲିସରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର: କଟକ-ଭୁବନେଶ୍ୱର କମିଶନରେଟ ପୁଲିସ ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରାଯାଇଛି । ୪୭ଜଣ ଇନ୍ସପେକ୍ଟର ଙ୍କୁ ଅଦଳ ବଦଳ କରାଯାଇଛି । ସୁଧାଂଶୁ ଜେନା ଙ୍କୁ କ୍ୟାପିଟାଲ ଥାନାକୁ ବଦଳି କରାଯାଇଥିବା ବେଳେ ପ୍ରଦୀପ ଜେନା ଚନ୍ଦକା ଥାନା ଆଇଆଇସିହୋଇଛନ୍ତି । ସେହିପରି ସମିତା ମିଶ୍ର…
Read More...

କାର୍ଯ୍ୟରେ ଅବହେଲା ଯୋଗୁଁ ଫିରିଙ୍ଗିଆ ଆଇଆଇସି ସସପେଣ୍ଡ୍

କନ୍ଧମାଳ: କନ୍ଧମାଳ ଫିରିଙ୍ଗିଆ ଥାନା ପୋଡାଜଳା ଘଟଣାରେ ପୂର୍ବତନ ଫିରିଙ୍ଗିଆ ଆଇଆଇସି ତପନ ନାୟକଙ୍କୁ ନିଲମ୍ବିତ । କାର୍ଯ୍ୟରେ ଅବହେଲା ଯୋଗୁଁ ନିଲମ୍ବିତ ହୋଇଥିବା କୁହାଯାଉଛି । ଘଟଣା ସମୟରେ ଥାନାରେ ଅନୁପସ୍ଥିତ ଥିଲେ ଆଇଆଇସି । ତେବେ ପୋଲିସ ଡିଜି ଆଇଆଇସି ତପନ ନାୟକଙ୍କୁ ନିଲମ୍ବିତ…
Read More...

ଆଇ ଆଇ ସି ଶ୍ରୀଯୁକ୍ତ ମନୋଜ କୁମାର ସ୍ୱାଇଁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ସାଲେପୁର/ତାରାକାନ୍ତ ନାୟକ: କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ସାଲେପୁର ଆଦର୍ଶ ଥାନା ରେ ନୂତନ ଭାବେ ଆଇ ଆଇ ସି ଶ୍ରୀଯୁକ୍ତ ମନୋଜ କୁମାର ସ୍ୱାଇଁ ଯୋଗ ଦେଇଛନ୍ତି। ତେବେ ପୋଲିସ ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିବାର ଜଣାପଡିଛି । ପୂର୍ବରୁ ସୁନାମଧନ୍ୟ ଅର୍ଜନ କରିଥିବା…
Read More...

ଗଞ୍ଜେଇ ମାଫିଆଙ୍କ ଆକ୍ରମଣରେ ଅବକାରୀ ବିଭାଗ ଅଧିକାରୀ ଗୁରୁତର

କୋରାପୁଟ /ମନୋଜ ଦାଶ: ଅବକାରୀ ବିଭାଗ ଅଧିକାରୀଙ୍କୁ ଗଞ୍ଜେଇ ମାଫିଆଙ୍କ ଆକ୍ରମଣ । ଗତ କାଲି ବିଳମ୍ବିତ ରାତ୍ରରେ କୋଟପାଡ଼ ଥାନା ଅନ୍ତର୍ଗତ ମାଲଚାମାଲ ଜଙ୍ଗଲ ଘଡାଘାଟରେ କୋଟପାଡ଼, ବୋରିଗୁମ୍ମା, ଜୟପୁର ଅବକାରି ବିଭାଗ ମିଳିତ ଭାବରେ ଜୟପୁର ଅବକାରି IIC ଙ୍କ ତତ୍ୱାବଧାନରେ ଚଢାଉ କରିଥିଲେ ।…
Read More...

ଭିଜିଲାନ୍ସ ଜାଲରେ ଚାନ୍ଦିପୁର ଥାନା ଆଇଆଇସି ଓ ଏଏସଆଇ

ବାଲେଶ୍ୱର: ଭିଜିଲାନ୍ସ ଜାଲରେ ଚାନ୍ଦିପୁର ଥାନା ଆଇଆଇସି ଓ ଏଏସଆଇ । ମହଙ୍ଗା ପଡିଲା ଲାଞ୍ଚ ନେବା । ୫୦ ହଜାର ଲାଞ୍ଚ ନେବା ବେଳେ ଆଇଆଇସି ଗଣେଶ୍ୱର ପ୍ରଧାନ ଓ ଏଏସଆଇ ପ୍ରଦୀପ ମହାନ୍ତିଙ୍କୁ ଧରିଲା ଭିଜିଲାନ୍ସ । ଜଣେ ମଦ ବ୍ୟବସାୟୀଙ୍କ ଠାରୁ ମାସିକିଆ ବଟି ନେଉଥିବା ବେଳେ ଭିଜିଲାନ୍ସ ଧରିଛି…
Read More...

ଚନ୍ଦ୍ରଶେଖରପୁର ଫାଣ୍ଡି ଏଏସଆଇଙ୍କୁ ଦଶପଲ୍ଲା ବାଣିଗୋଛା ଥାନା ଅଧିକାରୀଙ୍କ ମାଡ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଏଏସଆଇଙ୍କୁ ଥାନା ଅଧିକାରୀଙ୍କ ମାଡ ଅଭିଯୋଗ । ଚନ୍ଦ୍ରଶେଖରପୁର ଥାନା ମୌତ୍ରି ବିହାର ଫାଣ୍ଡି ଏଏଆଇ ବିରେନ ମାଝିଙ୍କୁ ନୟାଗଡ ଦଶପଲ୍ଲା ବାଣିଗୋଛା ଥାନା ଅଧିକାରୀ ରାସ୍ତାରେ ଅଟକାଇ ମାଡ ମାରିବା ସହ ଥାନାରେ ଏସଆଇଙ୍କ ପତ୍ନୀ ରିତାଞ୍ଜଳୀ ମଲ୍ଲିକଙ୍କୁ ଡକାଇ ମାଡ…
Read More...

ଦୁଇ ଆଇଆଇସି ଙ୍କ ଜିଦିରେ ଅସୁବିଧା ଭୋଗୁଛନ୍ତି ମହିଳା ଓ ଶିଶୁ

(ସୌମ୍ୟ ରଂଜନ ସେଠୀ) : କୋରାପୁଟ ବୋରିଗୁମା ଥାନାର ପୂର୍ବତନ ଆଇଆଇସିଙ୍କ ଗତ ଏପ୍ରିଲ ୪ରୁ କୋରାପୁଟ ହେଡ୍‌କ୍ୱାର୍ଟର ଥାନାକୁ ବଦଳି ହୋଇସାରିଛି । ହେଲେ ସେ ଏପର୍ଯ୍ୟନ୍ତ ନିଜର ପୂରାତନ କ୍ୱାର୍ଟର ଛାଡିନାହାନ୍ତି । ଫଳରେ ବୋରିଗୁମା ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଆଇଆଇସି କ୍ୱାର୍ଟର…
Read More...