ଲୋକଭବନକୁ ମିଳିଲା ‘ପ୍ଲାଟିନମ୍ ଗ୍ରିନ୍ କ୍ୟାମ୍ପସ’ ମାନ୍ୟତା
ଓଡ଼ିଶା ଲୋକଭବନକୁ ଇଣ୍ଡିଆନ୍ ଗ୍ରୀନ୍ ବିଲଡିଂ କାଉନସିଲ୍ (IGBC) ପକ୍ଷରୁ ପ୍ଲାଟିନମ୍ ଗ୍ରୀନ୍ କ୍ୟାମ୍ପସ୍ ମାନ୍ୟତା ମିଳିଛି । ଆଇଜିବିସି ପ୍ଲାଟିନମ୍ ଗ୍ରିନ୍ କ୍ୟାମ୍ପସ୍ ସାର୍ଟିଫିକେସନରେ ଲୋକଭବନ ୧୦୦ରୁ ୮୮ ନମ୍ବର ହାସଲ କରିଛି । ଏହି ପ୍ରମାଣପତ୍ର ଲୋକଭବନରେ ପରିବେଶଗତ ଭାବରେ ସ୍ଥାୟୀ…
Read More...
Read More...