Browsing Tag

IAS

ଆଇଏଏସସ୍ତରରେ ଅଦଳବଦଳ

(ଆଦର୍ଶ ରାଉତ): ଆଜି ରାଜ୍ୟ ସରକାର ଚରିଜଣ ଆଇଏଏସସ୍ତରରେ ଅଦଳବଦଳ କରିଛନ୍ତି। ୧୯୮୭ ବ୍ୟାଚ୍ ର ଆଇଏଏସ ତୁହିନକାନ୍ତ ପାଣ୍ଡେଙ୍କୁ ତୁହିନକାନ୍ତ ପାଣ୍ଡେଙ୍କୁ ନୂଆଦିଲ୍ଲୀସ୍ଥିତ ପ୍ରମୁଖ ଆବାସିକ କମିଶନର ଭାବେ ବଦଳି କରାଯାଇଛି । ପୂର୍ବରୁ ସେ ରାଜ୍ୟ ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଥିଲେ…
Read More...

କେରଳ ବନ୍ୟା ପୀଡିତଙ୍କ ପାଇଁ ବଢୁଛି ସହାୟତାର ହାତ

(ଭୁବନେଶ୍ୱର): କେରଳରେ ପ୍ରଳୟଙ୍କାରୀ ବନ୍ୟା ପରେ ବଡୁଛି ଓଡିଶାରୁ ସହୟତାର ହାତ । ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ କୋଟି ଟଙ୍କା ଦେଇଥିବାବେଳେ ପରବର୍ତ୍ତୀ ସମୟରେ ଆଉ ୫ କୋଟି ଟଙ୍କା ଓ ପଲଥିନ ପାଇଁ ଅତିରିକ୍ତ ୮ କୋଟି ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…
Read More...