ଝାଡ଼ଖଣ୍ଡ କୁବେର ଆଇଏଏସ୍ ଅଫିସର ପୂଜା ସିଂଘଲ ଗିରଫ
ରାଞ୍ଚି: ଗିରଫ ହେଲେ ଝାଡ଼ଖଣ୍ଡ ଆଇଏଏସ୍ ଅଫିସର ପୂଜା ସିଂଘଲ । ରାଞ୍ଚିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଦୀର୍ଘ ସମୟର ଜେରା ପରେ ତାଙ୍କୁ ଗିରଫ କରାଯାଇଛି । ଇଡି ତାଙ୍କ ଘରେ ଚଢ଼ାଉ କରିବା ପରେ ନଗଦ ୨୫ କୋଟି ଟଙ୍କାର ନୋଟ୍ ଜବତ କରିଥିଲା । ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରିଛି ଇଡି…
Read More...
Read More...