IAS ବିଷ୍ଣୁପଦ ସେଠୀଙ୍କ ଆଗୁଆ ଜାମିନ ଖାରଜ କଲେ ସୁପ୍ରିମକୋର୍ଟ
ଭୁବନେଶ୍ଵର: IAS ବିଷ୍ଣୁପଦ ସେଠୀଙ୍କୁ ବଡ ଝଟକା । ଆଗୁଆ ଜାମିନ ଖାରଜ କଲେ ସୁପ୍ରିମକୋର୍ଟ । ହାଇକୋର୍ଟରେ ଖାରଜ ପରେ ସୁପ୍ରିମକୋର୍ଟ ଯାଇଥିଲେ ବିଷ୍ଣୁପଦ । CBIର ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବାକୁ ସର୍ବୋଚ୍ଚ କୋର୍ଟଙ୍କୁ ଯାଇଥିଲେ IAS ବିଷ୍ଣୁପଦ ସେଠୀ । ମାତ୍ର ସୁପ୍ରିମ୍ କୋର୍ଟ ତାଙ୍କର…
Read More...
Read More...