Browsing Tag

Hyderabad

ବ୍ୟାଡମିଣ୍ଟନ ଖେଳୁଥିବା ସମୟରେ ହୃଦଘାତ ଯୋଗୁଁ ୨୫ ବର୍ଷୀୟ ଯୁବକଙ୍କ ଚାଲିଗଲା ଜୀବନ

ହାଇଦ୍ରାବାଦ: ରବିବାର ସନ୍ଧ୍ୟାରେ ହାଇଦ୍ରାବାଦର ନାଗୋଲେ ଷ୍ଟାଡିୟମରେ ବ୍ୟାଡମିଣ୍ଟନ ଖେଳୁଥିବା ସମୟରେ ଜଣେ ୨୫ ବର୍ଷୀୟ ଯୁବକଙ୍କ ହୃଦଘାତରେ ମୃତ୍ୟୁ ହେବା ଘଟଣା ଏକ ଆଶ୍ଚର୍ଯ୍ୟଜନକ ଦୁଃଖଦ ଘଟଣା। ଗୁଣ୍ଡଲା ରାକେଶ ନାମକ ମୃତକ ଖେଳ ମଝିରେ ଅଚେତ ହୋଇ ପଡିଗଲେ ଏବଂ ନିକଟସ୍ଥ ହସ୍ପିଟାଲରେ…
Read More...

ଜର୍ମାନୀରୁ ହାଇଦ୍ରାବାଦ ଆସୁଥିବା ବିମାନକୁ ବୋମା ଧମକ ପରେ ୟୁ-ଟର୍ଣ୍ଣ ନେଲା ବିମାନ

ହାଇଦ୍ରାବାଦ-: ବିମାନକୁ ବୋମା ଧମକ ପରେ ୟୁ-ଟର୍ଣ୍ଣ ନେଲା ବିମାନ । ଜର୍ମାନୀରୁ ହାଇଦ୍ରାବାଦ ଆସୁଥିବା ବିମାନ ୟୁ-ଟର୍ଣ୍ଣ କରି ଜର୍ମାନୀ ଫେରିଯାଇଛି । ଜର୍ମାନୀର ଫ୍ରାଙ୍କଫର୍ଟ ସହରରୁ ହାଇଦ୍ରାବାଦ ଆସୁଥିବା ଏକ ବିମାନରେ ବୋମା ଥିବା ଖବର ପାଇବା ପରେ ତାହାକୁ ଫେରାଇ ଦିଆଯାଇଥିଲା । ହେଲେ…
Read More...

କୁକୁର ଆକ୍ରମଣରୁ ବଞ୍ଚିବା ପାଇଁ ତୃତୀୟ ମହଲାରୁ ଡେଇଁପଡ଼ିଲେ ଡେଲିଭରି ଏଜେଣ୍ଟ

ହାଇଦ୍ରାବାଦ: ହାଇଦ୍ରାବାଦରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଡେଲିଭରି ଦେବାକୁ ଆସିଥିବା ଜଣେ ଏଜେଣ୍ଟ କୁକୁର ଆକ୍ରମଣରୁ ନିଜକୁ ବଞ୍ଚାଇବାକୁ ଯାଇ ଆପାର୍ଟମେଣ୍ଟର ତୃତୀୟ ମହଲାରୁ ଡେଇଁ ପଡ଼ି ଗୁରୁତର ଆହତ ହୋଇଥିବା ଜାଣିବାକୁ ମିଳିଛି । ଏହି ଘଟଣା ହାଇଦ୍ରାବାଦର ପଞ୍ଚାବତୀ…
Read More...

ଜନ୍ମଦିନ ପାଲଟିଲା ମୃତ୍ୟୃୁର ଦିନ; ଶବ ନିକଟରେ କଟାଗଲା କେକ୍

ମୁମ୍ବାଇ: ହୃଦଘାତର ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଏହା ଯୁବପିଢ଼ିଙ୍କ ମଧ୍ୟରେ ଅଧିକ ହେଉଥିବା ଦେଖିବାକୁ ମିଳୁଛି । କରୋନା ଭାଇରସ ପରଠାରୁ ଲୋକଙ୍କଠାରେ ହୃଦଘାତର ସମସ୍ୟା ବୃଦ୍ଧି ପାଇଛି । ନାଚିବା ଖେଳିବା ସମୟରେ ଲୋକମାନେ ହଠାତ୍ ଏହି ସମସ୍ୟାର ସାମ୍ନା…
Read More...

ସିକନ୍ଦରାବାଦ ସ୍ୱପ୍ନାଲୋକ କମ୍ପେ୍ଲକ୍ସରେ ଅଗ୍ନିକାଣ୍ଡ, ଚାଲିଗଲା ୬ ଜୀବନ

ସିକନ୍ଦରାବାଦ : ହାଇଦ୍ରାବାଦ ସିକନ୍ଦରାବାଦରେ ଭୀଷଣ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଚାଲିଯାଇଛି ୬ ଜୀବନ । ସିକନ୍ଦାରାବାଦର ବହୁ ପୁରାତନ ସ୍ୱପ୍ନାଲୋକ କମ୍ପେ୍ଲକ୍ସରେ କୌଣସି କାରଣ ବସତଃ ନିଆଁ ଲାଗିଯାଇଥିଲା । ଫଳରେ କମ୍ପେ୍ଲକ୍ସରେ ଥିବା ଲୋକମାନେ ନିଆଁରେ ଫସିଯାଇଥିଲେ । ମିଳିଥିବା…
Read More...

କୋରୋନା ଦାଉରୁ ରକ୍ଷା ପାଇ ପାରିଲେନି ପଶୁ

ହାଇଦ୍ରାବାଦ(ରିପୋଟର୍ସ ଟୁଡେ): କୋରୋନା ମହାମାରୀକୁ ନେଇ ସାରା ଦେଶରେ ଭୟର ଏକ ବାତାବରଣ ସୃଷ୍ଟି ହୋଇଛି । କେବଳ ମଣିଷ ନୁହେଁ ଏବେ ପଶୁ ଜଗତକୁ ମଧ୍ୟ କୋରୋନା ଦାଉ ସାଧିଛି । ପ୍ରତିଦିନ ଦେଶରେ ଲକ୍ଷ ଲକ୍ଷ ଅକ୍ରନ୍ତ ଚିହ୍ନଟ ହେଉଥିବା ବେଳେ ଏବେ ପ୍ରଥମ ଥର ପାଇଁ ସିଂହକୁ କୋରୋନା ସଂକ୍ରମଣ…
Read More...