Browsing Tag

husband

ନିଶା ହେଲା କାଳ: ସ୍ତ୍ରୀ ଓ ପୁଅକୁ ହତ୍ୟା କଲା ସ୍ୱାମୀ

ଭଦ୍ରକ:  ସ୍ୱାମୀ ସାଜିଲା ସୈତାନ । ସ୍ତ୍ରୀ ଓ ପୁଅକୁ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ । ଭଣ୍ଡାରୀପୋଖରୀ ଥାନା କୁଶଗଡ଼ିଆ ଗାଁରେ ଏହି ବର୍ବର ହତ୍ୟାକାଣ୍ଡ ଘଟିଛି । ପାରିବାରିକ କଳହରୁ ସ୍ତ୍ରୀ ଓ ପୁଅକୁ ହତ୍ୟା କରିଛି ବାପା । ମୃତକମାନେ ହେଲେ ସ୍ତ୍ରୀ କାଞ୍ଚନ ନାୟକ ଓ ୮ ବର୍ଷର ପୁଅ ଉତ୍ପଳ…
Read More...

ଏୟାର ଇଣ୍ଡିଆ ବିମାନରେ ଯାତ୍ରା ବେଳେ ପତ୍ନୀଙ୍କୁ ମାରିବାକୁ ଉଦ୍ୟମ

ନ୍ୟୁୟର୍କରୁ ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଘଟିଛି ଅଜବ ଘଟଣା । ଜଣେ ଯାତ୍ରୀ ନିଜ ଉପରୁ ନିୟନ୍ତ୍ରଣ ହରାଇ ପତ୍ନୀଙ୍କୁ ଗଳାଚାପି ମାରିବାକୁ ଉଦ୍ୟମ କରିଥିବା ଘଟଣା ସାମ୍ନାକୁ ଆସିଛି । ୭ରୁ ୮ ଘଣ୍ଟା ଏଭଳି ଡ୍ରାମା ଚାଲିଥିବା ବେଳେ ଡାକ୍ତରଙ୍କ ସହାୟତାରେ ବ୍ୟକ୍ତି ନିୟନ୍ତ୍ରଣକୁ…
Read More...

ସ୍ତ୍ରୀର ସାବିତ୍ରୀ ବ୍ରତ ପୂଜା ପାଇଁ ଜେଲରୁ ଫେରାର ହେଲେ ସ୍ୱାମୀ

କୋରାପୁଟ: ସ୍ତ୍ରୀର ସାବିତ୍ରୀ ବ୍ରତ ପୂଜା ପାଇଁ ସ୍ୱାମୀ ଜେଲରୁ ଫେରାର ହେବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । କୋରାପୁଟ ମଣ୍ଡଳ କାରଗାରର ଜଣେ କଏଦୀ ଅସୁସ୍ଥ ଆଳ ଦେଖାଇ ଚିକିତ୍ସା ପାଇଁ କୋରାପୁଟ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଗତକାଲି ଫେରାର ହୋଇଯାଇଥିଲେ । ଫେରାର…
Read More...