ଶହ ଶହ ଆଳୁ ବସ୍ତା ଏବେ ଗଜା : ଚିନ୍ତାରେ ୩ ବ୍ଲକର ଆଳୁ ଚାଷୀ
ବ୍ୟୁରୋ : ଆଳୁ ବସ୍ତାରୁ ବାହାରିଲା ଗଜା । ସରକାରୀ ଶୀତଳ ଭଣ୍ଡାର ନପାଇ ଚାଷୀଙ୍କ ସାହାରା ପାଲଟିଲା ଘରୋଇ ଶୀତଳଭଣ୍ଡାର । ଆମେ କହୁଛୁ ପିପିଲି, ସତ୍ୟବାଦୀ ଓ ନିମାପଡ଼ା ଅଞ୍ଚଳର ଆଳୁ ଚାଷୀଙ୍କ କଥା । ହଜାର ହଜାର ଟଙ୍କାର କ୍ଷତି ସହିଛନ୍ତି ଏହି ଆଳୁ ଚାଷୀ । ଶହ ଶହ ଆଳୁ ବସ୍ତା ଏବେ ଗଜା…
Read More...
Read More...