ବ୍ୟକ୍ତିଗତ ରୁମ୍ ଭିଡିଓ ଭାଇରାଲକୁ ନେଇ କୋହଲିଙ୍କୁ କ୍ଷମା ମାଗିଲେ ହୋଟେଲ ମାଲିକ
ମୁମ୍ବାଇ: ଭାରତୀୟ କ୍ରିକେଟର ବିରାଟଙ୍କ କୋହଲିଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାର ଲାଗିଛି । କୋହଲିଙ୍କ ହୋଟେଲ ରୁମର ଭିଡିଓ ଏବେ ସର୍ବସାଧାରଣରେ ଦ୍ରୁତ ଗତିରେ ଏ ମୋବାଇଲରୁ ସେ ମୋବାଇଲକୁ ଘୂରି ବୁଲୁଛି । ଆଉ ଯାହକୁ ନେଇ ବିଭିନ୍ନ ମହଲରୁ ଅସନ୍ତୋଷ ଦେଖା ଦେଇଛି ।…
Read More...
Read More...