Browsing Tag

hostel

ଆତ୍ମହତ୍ୟା ରୋକିବାକୁ ହଷ୍ଟେଲରେ ଲାଗିବ ସ୍ପ୍ରିଙ୍ଗ ଫ୍ୟାନ୍

କୋଟା: ଛାତ୍ରମୃତ୍ୟୁ ରୋକିବାକୁ କୋଟା ହଷ୍ଟେଲ୍‌ ଓ ‘ପେଇଙ୍ଗ୍‌ ଗେଷ୍ଟ୍‌’ କୋଠରିରେ ଲାଗିବ ସ୍ପ୍ରିଙ୍ଗ୍‌ଦିଆ ପଙ୍ଖା | । ଏହି ପଙ୍ଖା ଲଗାଇବା ବାଧ୍ୟତାମୂଳକ ବୋଲି ଜିଲ୍ଲା ପ୍ରଶାସନ ଆଦେଶ ଜାରି କରିଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି । ରାଜସ୍ଥାନର କୋଚିଙ୍ଗ୍‌ ‘ହବ୍‌’ କୋଟାରେ ଛାତ୍ର…
Read More...

ନ୍ୟୁଜିଲାଣ୍ଡରେ ଭୟଙ୍କର ଅଗ୍ନିକାଣ୍ଡ; ହଷ୍ଟେଲର ୧୦ ଅନ୍ତେବାସୀ ଜଳିଗଲେ

ନ୍ୟୁଜିଲାଣ୍ଡର ରାଜଧାନୀ ୱେଲିଂଟନରେ ଏକ ଚାରି ମହଲା ହଷ୍ଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ନିଖୋଜ ଥିବା ଜଣାପଡ଼ିଛି । ୱେଲିଂଟନସ୍ଥିତ ଏହି ହଷ୍ଟେଲରେ ପ୍ରାୟ ୯୦ରୁ ଉଦ୍ଧ୍ୱର୍ ଅନ୍ତେବାସୀ ରହୁଥିବା ବେଳେ ଗତ ରାତିରେ ହଷ୍ଟେଲର ତୃତୀୟ ମହଲାରେ ହଠାତ୍…
Read More...

ପୁରୀ ସ୍ଥିତ ଗୁଡ଼ ନ୍ୟୁଜ ଆଶ୍ରୟ ଗୃହ ଛାଡ଼ିଲେ ଅନ୍ତେବାସୀ

(ଜୟନ୍ତ କୁମାର ସେଠୀ): ପୁରୀ ପେଣ୍ଠକଟା ସ୍ଥିତ ଗୁଡ଼ ନ୍ୟୁଜ ଆଶ୍ରୟ ଗୃହ ରେ ରହୁଥିବା ୩୧ ଅନ୍ତେବାସୀଙ୍କୁ ଆଜି ତାଙ୍କ ଅଭିଭାବକଙ୍କୁ ହସ୍ତାନ୍ତର କରିଛି ପ୍ରଶାସନ । ବାକି ୫୦ ଅନ୍ତେବାସୀ କାଲି ଉଡଉରେ ହାଜର ହେବା ପରେ ସେମାନଙ୍କ ଅଭିଭାବକ ଙ୍କୁ ହସ୍ତାନ୍ତର କରାଯିବ। ତେବେ ଶୁକ୍ରବାର ଠାରୁ…
Read More...