Browsing Tag

home

ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ଭୁବନେଶ୍ୱରରେ ସୁଲଭ ଘର ଯୋଗାଇବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର-: ରାଜଧାନୀରେ ଆଉ ଗଢିବନି ବସ୍ତି । କାହିଁକି ନା ସରକାର ସୁଲଭ ମୂଲ୍ୟରେ ଘର କରି ସାଧାରଣ ଲୋକଙ୍କୁ ପ୍ରଦାନ କରିବେ । ଓଡ଼ିଶା ରାଜ୍ୟ ସରକାର ସାଧାରଣ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ଭୁବନେଶ୍ୱରରେ ସୁଲଭ ଘର ଯୋଗାଇବାକୁ ଯୋଜନା କରିଛନ୍ତି, ଯେଉଁଠାରେ ୧୫ ଲକ୍ଷରୁ ୫୦ ଲକ୍ଷ…
Read More...

ସେଲଟର ହୋମ ଛାଡ଼ିଲେ ଅନ୍ତେବାସିନୀ

(ଦୀପକ ମିଶ୍ର): ଢେଙ୍କନାଳରେ ଗୁଡ଼ ନ୍ୟୁଜ ହାଉସ ସେଲଟର ହେମ୍ରେ ଅନ୍ତେବାସିନୀଙ୍କୁ ଯୌନ ନିର୍ଯ୍ୟାତନା ଦିଆଯିବା ଅଭିଯୋଗ ଆସିବା ପରେ ମୟୁରଭଞ୍ଜ ଜିଲ୍ଲାର ବ୍ଲକ ଚୁଳିଆପୋଷି ଠାରେ ଥିବା ଏହାର ଶାଖାରେ ଦ୍ୱୀତୀୟ ଦିନରେ ଜିଲ୍ଲା ପ୍ରଶାସନ ତଦନ୍ତ କରିଛି । ତଦନ୍ତ ପରେ ଅନ୍ତେବାସିମାନେ ହଷ୍ଟେଲ…
Read More...

ବନ୍ଦ ହେଲା ଦେଶର ୫୩୯ ଚାଇଲ୍ଡ କେୟାର ଇଷ୍ଟିଚ୍ୟୁଟ

(ରିପୋର୍ଟସ ଟୁଡ଼େ): ବିହାରର ମୁଜାଫରପୁର ଏବଂ ଉତ୍ତରପ୍ରଦେଶର ଦେଓରିଆ ଜିଲ୍ଲାର ବାଳ ଆଶ୍ରମରେ ରହୁଥିବା ଶିଶୁଙ୍କ ସହିତ ଯୌନ ନିର୍ୟାତନା ମାମଲା ଲୋକଲୋଚନକୁ ଆସିବା ପରେ ସରକାର ଅଗଷ୍ଟରୁ ଆରମ୍ଭ କରି ଏପର୍ୟ୍ୟନ୍ତ ଦେଶବ୍ୟାପୀ ୫୩୯ ଚାଇଲ୍ଡ କେୟାର ଇଷ୍ଟିଚ୍ୟୁଟ ବନ୍ଦ କରିଛନ୍ତି । ମହିଳା ଏବଂ…
Read More...