ଔଷଧୀୟ ଗୁଣରେ ଭରପୁର ତୁଳସୀ ପତ୍ର
( ମମତା ସାମଲ): ତୁଳସୀ ଦୁଇ ପତ୍ରରୁ ବାସେ, ବିଛୁଆତି ଦୁଇ ପତ୍ରରୁ କୁଣ୍ଡେଇ ହୁଏ। ତୁଳସୀ ଗଛରେ ଅନେକ ଔଷଧିୟ ଗୁଣ ଭରି ହୋଇ ରହିଥାଏ।
• ଉପକାରୀ ଗୁଣରେ ଭରପୁର ତୁଳସୀ ରସରେ ଥାଇମୋଲ ତତ୍ତ୍ୱ ରହିଥାଏ, ଯାହା ତ୍ୱାଚାର ରଙ୍ଗରେ ପରିବର୍ତ୍ତନ ଆଣିଥାଏ। ତୁଳସୀପତ୍ରର ରସରେ ସଠିକ୍ ମାତ୍ରାରେ…
Read More...
Read More...