ଆଉ ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ବନ୍ଦ ରହିବନି ରେଜିଷ୍ଟ୍ରି ଅଫିସ
ନୂଆଦିଲ୍ଲୀ-: ଏବେ ପ୍ରତି ଶନିବାର ଖୋଲା ରହିବ ରେଜିଷ୍ଟ୍ରି ଅଫିସ୍ । ଆଉ ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ବନ୍ଦ ରହିବନି ରେଜିଷ୍ଟ୍ରି ଅଫିସ । ଏଭଳି ଏକ ବଡ଼ ପରିବର୍ତ୍ତନ ନିୟମ ଆଣିଛନ୍ତି ସୁପ୍ରିମକୋର୍ଟ । ରାଷ୍ଟ୍ରପତିଙ୍କ ଅନୁମୋଦନରେ ସୁପ୍ରିମକୋର୍ଟ ନିଜେ ଏହି ପରିବର୍ତ୍ତନ କରିଛି ।…
Read More...
Read More...