Browsing Tag

Hocky World Cup

ଷ୍ଟାରଙ୍କ ପରଫରମାନ୍ସରେ ଦୁଲୁକିବ ବାରବାଟୀ

ଓଡିଶା : ଆରମ୍ଭ ହେଲା ହକି ମହାକୁମ୍ଭ । ହକି ଉଦଘାଟନୀରେ କମ୍ପିଲାଣି ବାରବାଟୀ ଷ୍ଟାଡିୟମ । କ୍ରିକେଟ ମଇଦାନରେ ବାଜିଲାଣି ହକି ବିଗୁଲ । ଏହି ଉଦଘାଟନୀ ଉତ୍ସବକୁ ଆହୁରିୁ ମନୋଲୋଭ କରିବା ପାଇଁଡେଦଶ ବିଦେଶରୁ ଆସିଛନ୍ତି ବଡ ବଡ କଳାକାର । ଯାହାଙ୍କ ପରଫରମାନ୍ସରେ ବାରବାଟୀ ହେବା ଐତିହାସିକମୟ ।…
Read More...

ଓଡ଼ିଶା ହକି ମେନ୍ସ ବିଶ୍ୱକପ ଟ୍ରଫି ଟୁରର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଓଡିଶାର ସବୁ ଜିଲ୍ଲା ବୁଲିବ ଟ୍ରଫି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଫଆଇଏଚ୍ ଓଡ଼ିଶା ହକି ମେନ୍ସ ବିଶ୍ୱକପ ଟ୍ରଫି ଟୁରର କଲେ ଶୁଭାରମ୍ଭ । ଏହା ସହ ହକି ଇଣ୍ଡିଆ ସଭାପତି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀଙ୍କୁ ଟ୍ରଫି ହସ୍ତାନ୍ତର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ କ୍ରୀଡ଼ା ଏବଂ ଯୁବ ସେବା ମନ୍ତ୍ରୀ…
Read More...