ହୀରାକୁଦର ୧୬ଟି ଗେଟ୍ ଖୋଲା, ନାହିଁ ବନ୍ୟା ଭୟ
କଟକ: ବନ୍ଦ ହୋଇଛି ହୀରାକୁଦର ୪ ଟି ଗେଟ୍ । ଉପରମୁଣ୍ଡରେ ବର୍ଷାର ପରିମାଣ କମିଥିବାରୁ ହୀରାକୁଦର ୪ ଟି ଗେଟ୍ ବନ୍ଦ କରିଛନ୍ତି କତ୍ତୃପକ୍ଷ । ଏବେ ହୀରାକୁଦର ଜଳଭଣ୍ଡାରର ୧୬ଟି ଗେଟ୍ ଖୋଲା ଅଛି । ୧୬ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି । ହୀରାକୁଦ ଡ୍ୟାମର ବାମପଟେ ୧୧ ଗେଟ୍ ଏବଂ…
Read More...
Read More...