ଲକଡାଉନରେ ଅମାନିଆଙ୍କୁ ଜଗିଛି ପୋଲିସ
ହିଞ୍ଜଳି/ରଜନୀକାନ୍ତ ପାତ୍ର: କରୋନାର ଦ୍ଵିତୀୟ ଲହର ଯେପରି ଦ୍ରୁତ ଗତିରେ ବଢିଚାଲିଛି ତାହାର ପ୍ରଭାବରେ ପ୍ରତିଦିନ ବହୁ ଲୋକ ସଂକ୍ରମିତ ହେବା ସହ ମୃତ୍ୟୁବରଣ କରୁଛନ୍ତି।ଏହି ଚେନକୁ ଭାଙ୍ଗିବାକୁ ସରକାରଙ୍କ ନିର୍ଦ୍ଦେଶ ପରେ ୧୪ ଦିନିଆ ଲକ ଡାଉନ କରାଯାଇଛି । ଆଜିକୁ ଅଷ୍ଟମ ଦିନ ବିତିଯାଇଛି ।…
Read More...
Read More...