Browsing Tag

hinjili

କୁକୁଡା ଫାର୍ମରେ ଅଗ୍ନିକାଣ୍ଡ

(ହିଞ୍ଜିଳି କାଟୁ/ ରଜନୀ କାନ୍ତ ପାତ୍ର) : ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ମଗଂଳପୁର ଏକ କୁକୁଡା ଫାର୍ମ ରେ ଗତକାଲି ରାତିରେ ଏକ ଅଗ୍ନିକାଣ୍ଡ ଘଟିଯାଇଛି  । ଏହି ଅଗ୍ନିକାଣ୍ଡ ରେ ପ୍ରାୟ ଦୁଇ ହଜାର ରୁ ଅଧିକ କୁକୁଡା ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଗତ…
Read More...

ମହିଳା ଭୋଟରଙ୍କୁ ଶାଢୀ ବାଣ୍ଟିବାକୁ ଶାସକ ଦଳର ଯୋଜନା ମାଡିବସିଲା ପୋଲିସ

ହିଞ୍ଜିଳି( ରଜନୀ କାନ୍ତ ପାତ୍ର)- ପୈାର ନିର୍ବାଚନରେ ଜିତିବା ପାଇଁ ଅଭିନବ ଉପାୟରେ ଭୋଟ ହାତେଇବାକୁ ଲକ୍ଷ୍ୟ ରଖିଛନ୍ତି ପ୍ରାର୍ଥୀ ଏବଂ ରାଜନୈତିକ ଦଳ । ଗଞ୍ଜାମ ଜିଲ୍ଲା କୋଦଳା ଏନଏସିରୁ ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ପୋଲିସ ପକ୍ଷରୁ…
Read More...

କୋକେଇକୁ କାନ୍ଧ ଦେଲେ ତହସିଲଦାର

ହିଞ୍ଜିଳି(ରଜନୀକାନ୍ତ ପାତ୍ର): ମାନବିକତା ଦେଖାଇଲେ ପୁରୁଷୋତ୍ତମପୁର ତହସିଲଦାର ନିତିଶ ତ୍ରିପାଠୀ। ମୃତକର ଶବକୁ ଗାଁ ଲୋକଙ୍କ ସାହାଯ୍ୟରେ ନିଜେ କାନ୍ଧେଇ ଶ୍ମଶାନ ପର୍ୟ୍ୟନ୍ତ ନେଇ ଶବଦାହ କରିଛନ୍ତି ତହସିଲଦାର। ତାଙ୍କର ଏଭଳି କାର୍ୟ୍ୟ ଦେଖି ପ୍ରଶଂସାର ସୁଅ ଛୁଟିଛି । ସୂଚନା ଅନୁସାରେ,…
Read More...

ହିଞ୍ଜିଳିରେ ସାଇକେଲ ଚୋରିର ପର୍ଦ୍ଦାଫାସ

ହିଞ୍ଜିଳି/ରଜନିକାନ୍ତ ପାତ୍ର: ହିଞ୍ଜିଳିରେ ସାଇକେଲ  ଚୋରିର ପର୍ଦ୍ଦାଫାସ । ହିଞ୍ଜିଳ ପୁଲିସର ଚଢ଼ାଉରେ ୧୨ଟି ଚୋରୀ ସାଇକେଲ ସହ ସଂପୃକ୍ତ ଗିରଫ କରିଛି ପୁଲିସ । ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ହିଞ୍ଜିଳି ପୁଲିସ । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମ ମିଟୁ ଦଳେଇ ,ଘର ଗଂଜାମ…
Read More...

ଅତିରିକ୍ତ ପ୍ରମୁଖ ନିର୍ବାଚନ ଅଧିକାରୀଙ୍କ ହିଂଜିଳି ଗସ୍ତ

ହିଂଜିଳି/ରଜନୀ କାନ୍ତ ପାତ୍ର :  ଆସନ୍ତା ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ୨୦୨୨ ପାଇଁ ନିର୍ବାଚନ ଅଧିକାରୀଙ୍କ ହିଞ୍ଜିଳି ଗସ୍ତ ।ରବିବାର ଅତିରିକ୍ତ ପ୍ରମୁଖ ନିର୍ବାଚନ ଅଧିକାରୀ ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ଶତୃଘନ କର ନିର୍ବାଚନ ପ୍ରସ୍ତୁତି ସଂକ୍ରାନ୍ତରେ ତଦାରଖ କରିବା ପାଇଁ…
Read More...

ରାସ୍ତାକଡ଼ରୁ ପୂର୍ବତନ ସରପଞ୍ଚଙ୍କ ମୃତଦେହ ଉଦ୍ଧାର

ହିଞ୍ଜିଳି / ରଜନୀ କାନ୍ତ ପାତ୍ର: ରାସ୍ତାକଡ଼ରୁ ପୂର୍ବତନ ସରପଞ୍ଚଙ୍କ ମୃତଦେହ ଉଦ୍ଧାର । ଅନନ୍ତାଇର ପୂର୍ବତନ ସରପଞ୍ଚ ପ୍ରଦୀପ ବିଶୋୟୀଙ୍କ ମୃତଦେହ ରାସ୍ତାକଡ଼ରୁ ଉଦ୍ଧାର ହୋଇଛି।  ସୂଚନା ଅନୁସାରେ, ଆଜି ସକାଳୁ ବଡ଼ବଜାର ଥାନା ବାଉରୀସୁକୁନ୍ଦା ପାଣି ଫ୍ୟାକ୍ଟ୍ରି ନିକଟ ରାସ୍ତାକଡ଼ରୁ ପ୍ରଦୀପ…
Read More...

ରାସ୍ତା ନିର୍ମାଣ କାମରେ ଦୁର୍ନୀତି

ହିଂଜିଳି କାଟୁ ( ରଜନୀ କାନ୍ତ ପାତ୍ର ) : ଗଂଜାମ ଜିଲ୍ଲା ଆସିକା-ବାଲିପଦକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅନେକ ବର୍ଷ ହେବ ଅତିଶୋଚନୀୟ ହୋଇପଡିଥିଲା । ଏହି ରାସ୍ତାକୁ ପୁନଃନିର୍ମାଣ କରାଯାଇଥିଲା । ଖଲ୍ଲିକୋଟ ଠାରୁ ଭାୟା କବିସୂର୍ୟ୍ୟନଗର ଦେଇ ବାଲିପଦର ରାସ୍ତା ନିର୍ମାଣ କରାଗଲା ।…
Read More...

କାଷ୍ଠଚିତ୍ର ସହ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ ଅରୁଣ ସାହୁ

ହିଞ୍ଜିଳି( ରଜନୀକାନ୍ତ ପାତ୍ର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ଜନ୍ମଦିନ । ତାଙ୍କ ଜନ୍ମଦିନ ଅବସରରେ ଏକ ଅଭିନବ ଉପାୟରେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ଶିଳ୍ପୀ ଅରୁଣ ସାହୁ । ଗଂଜାମ ଜିଲ୍ଲା ହିଂଜିଲିକାଟୁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣ୍ଟେଇକୋଳି ଗ୍ରାମର ଶିଳ୍ପୀ ଅରୁଣ ସାହୁ ଏକ…
Read More...

ଅଦ୍ଭୂତ ପୁତ୍ର ସନ୍ତାନ ଜନ୍ମ

ହିଂଜିଳିକାଟୁ (ରଜନୀ କାନ୍ତ ପାତ୍ର) : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ସରକାରୀ ମେଡିକାଲରେ ଆଜି ଏକ ଅଦ୍ଭୂତ ଶିଶୁ ପୁତ୍ର ସନ୍ତାନ ଜନ୍ମ ହୋଇଥିବା ସୂଚନା ମିଳିଛି  । ସମ୍ମାନ ଦୃଷ୍ଟି ହେତୁ ମା’ର ନାମ ଗୋପନ ରଖାଯାଇଥିବା ବେଳେ ଅଦ୍ଭୂତ ଶିଶୁ ଜନ୍ମ ପରେ ଶିଶୁର ଅଧିକ ଚିକିତ୍ସା ପାଇଁ …
Read More...

ବିଦ୍ୟୁତ ଆଘାତରେ ନାବାଳିକା ମୃତ

(ହିଞ୍ଜିଳି / ରଜନୀକାନ୍ତ ପାତ୍ର) : ହିଞ୍ଜିଳି ଥାନା ବାଦିଆମ୍ବଗାଁରେ ଘଟିଛି ଏକ ଦୁଃଖଦ ଘଟଣା । ଘର କାର୍ଯ୍ୟ କରୁଥିବା ସମୟରେ ବିଦ୍ୟୁତ ଆଘାତରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଶାସନ ଆମ୍ବଗାଁ ପଞ୍ଚାୟତ ଅଧୀନ ବାଦିଆମ୍ବଗାଁ ବଡପଦର ସାହିର ରଞ୍ଜନ ଗୌଡ଼ଙ୍କ ନାବାଳିକା…
Read More...