Browsing Tag

hinjili

ହତ୍ୟାକାରୀ ଗୋପାଳର ବଡ ଭାଇକୁ ଉଠାଇନେଲା କ୍ରାଇମବ୍ରାଞ୍ଚ ଟିମ୍‌

ଜଳେଶ୍ୱର : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାରୀ ଏଏସଆଇ ଗୋପାଳ ଦାସର ବଡ ଭାଇକୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ ଟିମ୍‌ । ଗଞ୍ଜାମ ଜଳେଶ୍ୱରଖଣ୍ଡି ସ୍ଥିତ ବାସଭବନରୁ ଉଠାଇନେଲା କ୍ରାଇମବ୍ରାଞ୍ଚ । ଆଜି ଗୋପାଳଙ୍କ ଘରେ ହେଉଥିଲା ଛାନଭିନ । କ୍ରାଇମବ୍ରାଞ୍ଚର ଏକ ଟିମ ଗୋପାଳର ବଡ ଭାଇଙ୍କ…
Read More...

ଗୋଷ୍ଠୀ ସଂଘର୍ଷର କରୁଣ ପରିଣତି : ଜଣେ ମୃତ, ଦୁଇ ଗୁରୁତର

ଗଞ୍ଜାମ/ରଜନୀକାନ୍ତ ପାତ୍ର : ସର୍ଵ ସମ୍ମୁଖରେ ହଣାମରା। ଗୋଟାଏ ଗୋଷ୍ଠୀର ଜଣେ ମୃତ,ଦୁଇଜଣ ଗୁରୁତର ଆହତ । ଘଟଣା ଘଟିଛି ପାତ୍ରପୁର ବ୍ଲକ ଜରଡ଼ା ଥାନା ସାମନ୍ତିଆପଲ୍ଲୀ ପଞ୍ଚାୟତ କାର୍ଯ୍ୟଳୟ ସମ୍ମୁଖରେ। ମୃତକ ହେଲେ ଏମ ରାମା ରାଓ,ଗୁରୁତର ଦୁଇଜଣ ହେଲେ ଏମ କ୍ରୀଷ୍ଣା ଏବଂ ଏମ ନର୍ସୟା। ଗୋଷ୍ଠୀ…
Read More...

ରାଳବ ଗ୍ରାମରେ ମହା ଦୁର୍ନୀତି, RTI ତଥ୍ୟ ଖୋଲିଲା ପୋଲ

ଗଞ୍ଜାମ/ରଜନୀକାନ୍ତ ପାତ୍ର : ସୌନ୍ଦର୍ଯ୍ୟ କରଣ ନିମନ୍ତେ ସରକାର ଗ୍ରାମ୍ୟ ପାର୍କ ନିର୍ମାଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ପଞ୍ଚାୟତକୁ ଦେଉଥିବା ବେଳେ ପଞ୍ଚାୟତର କିଛି କୁଜିନେତା ମାନେ ବିନା ପାର୍କରେ ଲକ୍ଷ ଲକ୍ଷ ଟଙ୍କା ହରି ଲୁଟ୍ କରି ଦେଉଛନ୍ତି। ସେହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି…
Read More...

ହିଞ୍ଜିଳିର ମିଶନ ଶକ୍ତି ରଣ ମେଳାରେ ଅତ୍ୟାଧିକ ଭିଡ ଯୋଗୁଁ ସୃଷ୍ଟି ହେଲା ଭୟଙ୍କର ପରିସ୍ଥିତି

ଗଞ୍ଜାମ/ ରଜନୀକାନ୍ତ ପାତ୍ର : ମିଶନ ଶକ୍ତି ଋଣ ମେଳାକୁ ଆସିଥିବା ଅଧିକାଂଶ ମହିଳା ପ୍ରବଳ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ପ୍ରାୟ ଦଶ ହଜାରରୁ ଉର୍ଦ୍ଧ ମହିଳା ଋଣ ମେଳାରେ ଯୋଗଦେବା ପାଇଁ ଆସିଥିବା ବେଳେ ପ୍ରଶାସନ ପକ୍ଷରୁ ସଭା ସ୍ଥଳରେ ମାତ୍ର ତିନି ହଜାର ଲୋକଙ୍କ ବସିବା ପାଇଁ ବ୍ୟବସ୍ଥା…
Read More...

ରାଳବ ପଞ୍ଚାୟତବାସୀଙ୍କୁ କୃଷି ନିର୍ଦ୍ଦେଶକଙ୍କ ଗୁରୁ ମନ୍ତ୍ର

ଗଞ୍ଜାମ / ରଜନୀକାନ୍ତ ପାତ୍ର :ଗଞ୍ଜାମ ଜିଲ୍ଲା ହିଂଜିଲିକାଟୁ ବ୍ଲକ ଅନ୍ତର୍ଗତ ରାଳବ ପଞ୍ଚାୟତ କୁ କୃଷି ବିଭାଗ ନିର୍ଦ୍ଦେଶକ ପ୍ରେମ ଚାନ୍ଦ ଚୌଧୁରୀ ଦିନିକିଆ ଗସ୍ତରେ ଆସିଛନ୍ତି। ସାମ୍ପ୍ରତିକ ପରିସ୍ଥିତିରେ ରାଜ୍ୟରେ ଖରିଫ ଚାଷକୁ ପ୍ରାଥମିକତା ପ୍ରଦାନ କରି କୃଷିକାର୍ଯ୍ୟକୁ ଆଗେଇ ନେବାପାଇଁ…
Read More...

ଏମିତି ଚିଠି ଲେଖି କୁଆଡେ ଚାଲିଯାଇଛି ପୁଅ

ମୋ ପ୍ରିୟ ମମି,         ମୋତେ କ୍ଷମା କରିଦେବୁ । ମୁଁ ନିଜକୁ ରୋକିପାରିଲି ନାହିଁ । ମୋତେ ୧୦ମ ପାସ୍ ହେବି ବୋଲି ଆଶା ନାହିଁ ମୋ ନିଜ ଉପରେ । ଆଉ ଏସ-୧ରେ ଭଲ ମାର୍କ ରଖିଲେ ହିଁ ବୋର୍ଡ ପରୀକ୍ଷା ଦେବି । ନହେଲେ ଫେଲ ହୋଇଯିବି । ତେଣୁ ମୁଁ ଘର ଛାଡି ବହୁତ ଦୂରକୁ ଚାଲିଯାଉଛି । ଏତିକି…
Read More...

ଘରୁ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ଗଞ୍ଜାମ/ରଜନୀକାନ୍ତ ପାତ୍ର : ଗଞ୍ଜାମ ତାରସିଙ୍ଗି ଥାନା ଗଜାପଦର ଗାଁରେ ଅଭାବନୀୟ ଘଟଣା।ଘର ଭିତରୁ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର।ମୃତ ମହିଳା ଜଣକ ହେଲେ ତ୍ରିବେଣୀ ନାୟକ(50)। ସୂଚନା ମୁତାବକ ତ୍ରିବେଣୀ ନିଜ ପୁଅ ସନା ନାୟକ ସହିତ ଘରେ ରହୁଥିଲେ।ଗତକାଲି ରାତିରେ ମା ପୁଅକୁ…
Read More...

ଗଣେଶ ଭସାଣରେ କମ୍ପିଲା ହିଞ୍ଜିଳିକାଟୁ ସହର

ହିଞ୍ଜିଳିକାଟୁ: ହିଞ୍ଜିଳିକାଟୁ ଅଞ୍ଚଳରେ ୫ ଦିନ ଧରି ଧୁମଧାମରେ ଗଣେଶ ପୂଜା ଅନୁଷ୍ଠିତ ହୋଇଥିଲ।। ତେବେ ଗତକାଲି ଗଜାନନଙ୍କୁ ଭସାଣ କରି ମେଲାଣି ଦିଆଯାଇଛି। ସୂଚନା ଅନୁସାରେ ସହରର ବଡ ବଡ ମେଢ ପ୍ରାୟ ମାଣିକ ନଗର, ବଡସାହି, ରେଗିଡି ସାହି, ସାନସାହି, ଆଙ୍କୋରଡା ସମେତ ବହୁ ଗ୍ରାମାଞ୍ଚଳରେ…
Read More...

ଜୁଆ ଆଡ୍ଡା ଉପରେ ପୁଲିସର ଚଢାଉ

ହିିଞ୍ଜିଳି: ସ୍ଥାନୀୟ ପୁଲିସ ପକ୍ଷରୁ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇଛି। ଜୁଆଡିମାନେ ବିଭିନ୍ନ ସ୍ଥାନରେ ଜୁଆ ଆଡ୍ଡା ଚଳାଇଥିବା ଜଣାପଡିଛି। ଅଞ୍ଚଳରେ ଜୁଆଡିମାନଙ୍କର ପ୍ରାଦୂଭାବ ଦିନକୁ ଦିନ ବଢିବାରେ ଲାଗିଛି। ସୂଚନା ଅନୁସାରେ ହିଞ୍ଜିଳି ପୁଲିସ ପକ୍ଷରୁ ସାରୁ ଗ୍ରାମରେ ଏକ ଜୁଆ ଆଡ୍ଡା…
Read More...

ଗିରଫ ହେଲେ ପ୍ରତାରକ ପ୍ରେମିକ

ହିଞ୍ଜିଳି: ଆସିକା ପୁଲିସ ପକ୍ଷରୁ ଶେଷରେ ବହୁ ଚର୍ଚ୍ଚିତ ପ୍ରେମିକକୁ ଗିରଫ କରାଯାଇଛି। ସୂଚନା ଅନୁସାରେ ଆସିକା ଥାନା ଅଧୀନ ନଳକଣ୍ଟା ଗ୍ରାମରେ ଦୁଇ ଦିନ ଧରି ପ୍ରେମିକଙ୍କ ଘର ସମ୍ମୁଖରେ ପ୍ରେମିକା ଜଣଙ୍କ ଧାରଣାରେ ବସିଥିଲେ। ଫଳରେ ପୁଲିସ ସୂଚନା ପାଇଁ ପ୍ରତାରକ ପ୍ରେମିକକୁ ଗିରଫ କରିଛି।…
Read More...