Browsing Tag

hinjili

ବିଜ୍ଞାନ ମହାଵିଦ୍ୟାଳୟରେ ଛାତ୍ରୀ ମାନଙ୍କର ଆତ୍ମ ସୁରକ୍ଷା ତାଲିମ ଶିବିର

ଗଞ୍ଜାମ ଜିଲ୍ଲା, ହିଞ୍ଜିଳିକାଟୁ ସ୍ୱୟଂଶାସିତ ବିଜ୍ଞାନ ମହାଵିଦ୍ୟାଳୟରେ ଉଚ୍ଚ ଶିକ୍ଷ୍ୟା ବିଭାଗ ଦ୍ଵାରା ଆୟୋଜିତ ଡ଼ିଗ୍ରୀ ପ୍ରଥମ ବର୍ଷ ଛାତ୍ରୀ ମାନଙ୍କର ଆତ୍ମ ସୁରକ୍ଷା ତାଲିମ ଶିବିର ର ଉଦ୍ୟାପନ ଉତ୍ସବ ଆୟୋଜିତ ହେଇ ଅଛି। ଉକ୍ତ କାର୍ଯ୍ୟକ୍ରମ  ମହା ବିଦ୍ୟାଳୟ ର ଅଧ୍ୟକ୍ଷ ଡ.  ପ୍ରଦୀପ…
Read More...

ବ୍ରହ୍ମପୁରରେ ଭୟଙ୍କର ସଡକ ଦୁର୍ଘଟଣା

ବ୍ରହ୍ମପୁରରେ ଭୟଙ୍କର ସଡକ ଦୁର୍ଘଟଣା। ରଙ୍ଗ ସାଇଡରେ ଆସି ସିରିଜ ଦୁର୍ଘଟଣା ଘଟାଇଲା ଟ୍ରକ୍। ହଳଦିଆପଦର ଓଭରବ୍ରିଜରେ ୩ ବାଇକ୍ ଉପରେ ମାଡ଼ିଗଲା ଟ୍ରକ୍‌। ଘଟଣାସ୍ଥଳରେ ଚାଲିଗଲା ୫ ବାଇକ୍ ଆରୋହୀଙ୍କ ଜୀବନ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ…
Read More...

ଗୋପାଳପୁର ଜେଡ ଏସ ଆଇ ପକ୍ଷରୁ ଦୁଇଟି ପଲ୍ଲି କୀଟ ଚିହ୍ନଟ

ଗୋପାଳପୁର ସ୍ଥିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣ ପକ୍ଷରୁ ଦୁଇଟି ପଲ୍ଲି କୀଟ (ସମୁଦ୍ର ଜିଆ) ଚିହ୍ନଟ ହୋଇଛି l ଏହି ଜିଆ ପଶ୍ଚିମବଙ୍ଗର ପୁର୍ବ ମେଦିନୀପୁର ଜିଲ୍ଲା ଅନ୍ତର୍ଗତ ଦିଘା ଏବଂ ବାଙ୍କିପୁଟ୍ ଉପକୂଳରୁ ଚଳିତ ବର୍ଷ ମେ ମାସରେ ଗୋପାଳପୁର କେନ୍ଦ୍ରର ଗବେଷିକା ଜୋତ୍ସା ପ୍ରଧାନ ପାଇଥିଲେ l…
Read More...

ପୁଅ ବିବାହ ପାଇଁ ରାଜି ନହେବାରୁ ଜୀବନ ହାରିଲେ ବାପା ମାଆ

ହିଞ୍ଜିଳି-: ପୁଅ ବିବାହ ପାଇଁ ରାଜି ନହେବାରୁ ବିଷ ପିଇ ଆତ୍ମହତ୍ୟା କଲେ ବାପା ମାଆ । ଏଭଳି ଅଘଟଣ ଘଟିଛି ଦିଗପହଣ୍ଡି ବି.ତୁରୁବୁଡ଼ି ପଞ୍ଚାୟତ ଲକ୍ଷ୍ମୀ ନାରାୟଣପୁର ଅଞ୍ଚଳରେ । ଖବର ଅନୁସାରେ ଆତ୍ମହତ୍ୟା କରିଥିବା ଦମ୍ପତି ଦ୍ବୟ ନିଜର ଏକମାତ୍ର ପୁଅକୁ ବିବାହାପାଇଁ କହି ଆସୁଥିଲେ କିନ୍ତୁ…
Read More...

ତିରୋଧାନ ଦିବସରେ ରକ୍ତଦାନ ଶିବିର ଆୟୋଜିତ

ଆଜି ହେଉଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଏହି ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧିଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁରେ ତିରୋଧାନ ଦିବସ ପାଳିତ ହୋଇଯାଇଛି । ନଗର ବିଜେଡି ସଭାପତିଙ୍କ ନେତୃତ୍ଵ ରେ ଘୋଡ଼ାହାଡ ନଦୀରେ ତିଳ ତର୍ପଣ…
Read More...

ଗଂଜାମ ଜିଲ୍ଲା କୋଦଳା ଠାରେ ହରସେନା ପକ୍ଷରୁ ବଡ ଧୂମଧାମର ସହ ସ୍ଵାଧିନତା ଦିବସ ପାଳିତ

ଗଞ୍ଜାମ;(ରଜନୀ କାନ୍ତ ପାତ୍ର );-ଆଜି ହେଉଛି ୭୮ତମ ସ୍ୱଧିନତା ଦିବସ । ଏହି ଦିବସରେ ଅ।ଜି ସାରା ବିଶ୍ଵ ଉଛବ ମୁଖର ହୋଇଉଠିଥିବା ବେଳେ ସମସ୍ତ ସ୍ତାନରେ ଉଡିଛି ଜାତୀୟ ପତକା । ସବୁଠେ ସୁଭିଛି ଭାରତ ସ୍ଵାଧିନତା ଦିବସର କଥା । ତେବେ ଏହି ଅବସରରେ ମଧ୍ୟ ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ବିଧାନସଭା…
Read More...

ଆଜିଠୁ ପ୍ରଚାର ମଇଦାନକୁ ଓହ୍ଲାଇଲେ ନବୀନ ପଟ୍ଟନାୟକ

ହିଞ୍ଜିଳି : ହିଞ୍ଜିଳିରେ ପ୍ରଚାର ଆରମ୍ଭ କଲେ ନବୀନ ।୨୪ ଲଢେଇ ପାଇଁ ଆଜିଠୁ ପ୍ରଚାର ମଇଦାନକୁ ଓହ୍ଲାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ନିର୍ବାଚନ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚି ଛନ୍ତି। ସ୍ୱତନ୍ତ୍ର ବିମାନରେ ଯାଇ ହିଞ୍ଜିଳିରେ ପହଞ୍ଚିଛନ୍ତି । ଏଥିପାଇଁ ପୁରା…
Read More...

ହିଞ୍ଜିଳି ଥାନାର ନୂତନ କୋଠା ଉଦଘାଟିତ

(ଗଞ୍ଜାମ/ରଜନୀକାନ୍ତ ପାତ୍ର) : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ନୂତନ ଗୃହକୁ ଉଦଘାଟନ କରାଯାଇଛି । ଆମ ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ନୂତନ ଥାନା ଗୃହର ଶୁଭ ଉଦଘାଟନ କରିଛନ୍ତି । ପୁଲିସ ଲୋକଙ୍କ ଅଧିକ ନିକଟତର ହେବା ସହ ଜନସାଧାରଣଙ୍କୁ…
Read More...

ହିଞ୍ଜିଳି ନୃତ୍ୟମ ପକ୍ଷରୁ ଦ୍ୱିତୀୟ ଆନ୍ତର୍ଜାତୀୟ ସିନେମା ମହୋତ୍ସବ ପାଳିତ

ହିଞ୍ଜିଳିକାଟୁ/ରଜନୀକାନ୍ତ ପାତ୍ର: ହିଞ୍ଜିଳି ସ୍ଥିତ ମିନି ଷ୍ଟାଡିୟମ ଖେଳ ପଡିଆ ଠାରେ ନୃତ୍ୟମ କଳାଗବେଷଣା କେନ୍ଦ୍ର ପକ୍ଷରୁ ଅନୁଷ୍ଠିତ ହୋଇଛି ଦ୍ୱିତୀୟ ଅନ୍ତର୍ଜାତୀୟ ସିନେମା ମହୋତ୍ସବ ଓ ଷଷ୍ଠ ବାର୍ଷିକ ଉତ୍ସବ। ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଆସିକା ସାଂସଦ ପ୍ରମିଳା ବିଷୋୟୀ ପ୍ରଦୀପ…
Read More...

ହିଞ୍ଜିଳିକାଟୁ କେଉଟ ସାହିରେ କାର୍ତ୍ତିକେଶ୍ୱର ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ

ଗଞ୍ଜାମ/ ରଜନୀକାନ୍ତ ପାତ୍ର : ହିଞ୍ଜିଳିକାଟୁ କେଉଟ ସାହିଠାରେ କାର୍ତ୍ତିକେଶ୍ୱର ପୂଜା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ ହୋଇଛି । ପୁରୋହିତ କିଶୋର ଚନ୍ଦ୍ର ପାଠୀଙ୍କ ଦ୍ୱାରା ପୂଜା କାର୍ୟ୍ୟ ସମ୍ପନ୍ନ ହୋଇଥିଲା। ତେବେ ଆସନ୍ତା ମାସ ୨୧ ତାରିଖରୁ କାର୍ତ୍ତିକ ମାସ ଶେଷ ରାସ ପୂର୍ଣ୍ଣିମା…
Read More...