Browsing Tag

high court

ସ୍ପେଶାଲ OTET ପ୍ରଶ୍ନପତ୍ର ଲିକ୍ ମାମଲା: ୮ ଅଭିଯୁକ୍ତଙ୍କୁ ହାଇକୋର୍ଟର ସର୍ତ୍ତମୂଳକ ଜାମିନ

କଟକ: ବହୁ ଚର୍ଚ୍ଚିତ ସ୍ପେଶାଲ OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ହାଇକୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ଏହି ମାମଲାରେ ଗିରଫ ହୋଇଥିବା ସମସ୍ତ ୮ ଜଣଙ୍କୁ କୋର୍ଟ ପକ୍ଷରୁ ଜାମିନ ଦିଆଯାଇଛି। ଜାମିନ ପାଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ ମାଧ୍ୟମିକ ଶିକ୍ଷା…
Read More...

ଜାତୀୟ ପ୍ରତୀକ ଅପବ୍ୟବହାର ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ

କଟକ: ଜାତୀୟ ପ୍ରତୀକର ଅପବ୍ୟବହାର ଓ ତ୍ରୁଟିପୂର୍ଣ୍ଣ ବ୍ୟବହାର ରୋକିବା ପାଇଁ ହାଇକୋର୍ଟ କଡା ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ସମ୍ପର୍କରେ ଦାଖଲ ହୋଇଥିବା ଜନହିତ ମାମଲା (PIL) ଉପରେ ଶୁଣାଣି କରି ହାଇକୋର୍ଟ ଏକ ଶୃଙ୍ଖଳାବଦ୍ଧ ନିର୍ଦ୍ଦେଶ ଦେଇଛନ୍ତି।ହାଇକୋର୍ଟ ନିର୍ଦ୍ଦେଶ ଅନୁଯାୟୀ, ଜାତୀୟ…
Read More...

ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ, PUCC ନଥିଲେ ମଧ୍ୟ ମିଳିବ ପେଟ୍ରୋଲ-ଡିଜେଲ

ଭୁବନେଶ୍ୱର: ପ୍ରଦୂଷଣ ପ୍ରମାଣପତ୍ର (PUCC)କୁ ନେଇ ଓଡ଼ିଶା ହାଇକୋର୍ଟ ଗାଡ଼ି ମାଲିକଙ୍କ ପାଇଁ ବଡ଼ ଆଶ୍ୱସ୍ତିଜନକ ନିର୍ଦ୍ଦେଶ ଜାରି କରିଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଗାଡ଼ିର PUCC ସାର୍ଟିଫିକେଟ୍ ନଥିଲେ ମଧ୍ୟ ପେଟ୍ରୋଲ ପମ୍ପଗୁଡ଼ିକ ଗ୍ରାହକଙ୍କୁ ପେଟ୍ରୋଲ କିମ୍ବା ଡିଜେଲ ଦେବାରୁ…
Read More...

ହ୍ୟୁମାନ ସାଗର ମୃତ୍ୟୁ ମାମଲା, ଅର୍ପିତା ଏବଂ ସୋମେଶ ଶତପଥୀଙ୍କୁ ଅନ୍ତରୀଣ ସୁରକ୍ଷା

କଟକ: ହ୍ୟୁମାନ ସାଗରଙ୍କ ମୃତ୍ୟୁ ଘଟଣାରେ ହାଇକୋର୍ଟ ଅର୍ପିତା ଏବଂ ସୋମେଶ ଶତପଥୀଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି। ସୋମେଶ ଓ ଅର୍ପିତାଙ୍କ ତରଫରୁ ଦାୟର ଆଗୁଆ ଜାମିନ ଆବେଦନର ହାଇ‌କୋର୍ଟ ପ୍ରାରମ୍ଭିକ ଶୁଣାଣି କରି ରାଜ୍ୟ ସରକାରଙ୍କୁ କେସ୍‌ ଡାଏରି ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।…
Read More...

ଜୋର୍ ଜବରଦସ୍ତି କନ୍ୟାର ବିବାହ କରିପାରିବେ ନାହିଁ ଅଭିଭାବକ: ହାଇକୋର୍ଟ

ଭୁବନେଶ୍ବର : ଝିଅ ବିବାହକୁ ନେଇ ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ବିବାହ ପୂର୍ବରୁ ପରିବାର ଲୋକ ଝିଅର ସ୍ବୀକୃତି ନେବା ଜରୁରୀ । ଜୋର୍ ଜବରଦସ୍ତି କନ୍ୟାର ବିବାହ କରି ପାରିବେ ନାହିଁ ଅଭିଭାବକ । ଝିଅ ନିଖୋଜ ଅଭିଯୋଗରେ ଦାୟର ହୋଇଥିବା ଏକ ‘ହେବିୟସ କର୍ପସ’ ପିଟିସନ୍‌ର…
Read More...

କୋର୍ଟକୁ ଆସିଥିବା ମେଲ୍‌ ମିଥ୍ୟା ଓ ହୋକ୍ସ: ଆଇନ ମନ୍ତ୍ରୀ

ଭୁବନେଶ୍ଵର: କୋର୍ଟକୁ ଆସିଥିବା ମେଲ୍‌ ମିଥ୍ୟା ଓ ହୋକ୍ସ ମେଲ୍‌ କହିଲେ ଆଇନ ମନ୍ତ୍ରୀ । ଏହାକୁ ନେଇ ଆତଙ୍କିତ ହେବାର କାରଣ ନାହିଁ । ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇ ସାରିଛନ୍ତି, ଚିହ୍ନଟ କରାଯିବ । ଡିଜିପି ଓ ଅନ୍ୟାନ୍ୟ ସ୍କ୍ବାଡ୍‌ ଯାଞ୍ଚ ପରେ କୋର୍ଟରେ କାର୍ଯ୍ୟ ଆରମ୍ଭ ହୋଇଛି…
Read More...

PUCC ଦ୍ବନ୍ଦ୍ବ; ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

କଟକ: PUCC ଦ୍ବନ୍ଦ୍ବକୁ ନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍‌ । ଏ ସମ୍ପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ନୋଟିସ୍‌ । ପରିବହନ କମିଶନରଙ୍କୁ ୨ ସପ୍ତାହ ଭିତରେ ସତ୍ୟପାଠ ନିର୍ଦ୍ଦେଶ । ଚାଲାଣ ନ ଭରିଲେ PUCC ମିଳିବନି ଦ୍ବନ୍ଦ୍ବକୁ ନେଇ ନୋଟିସ୍‌ । ୩ ସପ୍ତାହ ପରେ ମାମଲାର…
Read More...

ବିବାଦରେ ଧୁରନ୍ଧର, ଏହି ଡାଇଲୋଗକୁ ନେଇ ହାଇକୋର୍ଟରେ ମାମଲା

ମୁମ୍ବାଇ: ବକ୍ସ ଅଫିସରେ ଧମାଲ ମଚାଇ ଚାଲିଛି ବଲିଉଡ ଫିଲ୍ମ ଧୂରନ୍ଧର । ଏହାକୁ ନେଇ ଏବେ ନୂଆ ବିବାଦ ଦେଖା ଦେଇଛି । ବଲୋଚ ସଂପ୍ରଦାୟର କିଛି ସଦସ୍ୟ ଗୁଜରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଫିଲ୍ମ ନିର୍ମାତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ବିବାଦୀୟ ଡାଇଲଗ ହଟାଇବାକୁ ଦାବି କରିଛନ୍ତି ।…
Read More...

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ତର୍ଜମା କରାଯିବ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ଵର: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ତର୍ଜମା କରାଯିବ କହିଲେ ଗଣଶିକ୍ଷା ମନ୍ତ୍ରୀ । ଶିକ୍ଷକ ବଦଳି ନିଷ୍ପତ୍ତିକୁ ହାଇକୋର୍ଟ ଖାରଜ କରିବା ପରେ ପ୍ରତିକ୍ରିୟା । ଶିକ୍ଷକ ଛାତ୍ରଛାତ୍ରୀ ଅନୁପାତ ଆବଶ୍ୟକତାକୁ ଦେଖି ଶିକ୍ଷକ ବଦଳି କରାଯାଏ । ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ…
Read More...

ଝାରପଡ଼ା ଜେଲ୍‌ରୁ ବାହାରିଲେ ଅମରେଶ ଜେନା, ଦୁଷ୍କର୍ମ ମାମଲାରେ ଗିରଫ ହୋଇ ଜେଲ୍‌ ଯାଇଥିଲେ

ଭୁବନେଶ୍ଵର: ଝାରପଡ଼ା ଜେଲ୍‌ରୁ ବାହାରିଲେ ଅମରେଶ ଜେନା । ହାଇକୋର୍ଟରୁ ଜାମିନ ମିଳିବା ପରେ ଜେଲ୍‌ରୁ ବାହାରିଲେ । ଦୁଷ୍କର୍ମ ମାମଲାରେ ଗିରଫ ହୋଇ ଜେଲ୍‌ ଯାଇଥିଲେ ଅମରେଶ ଜେନା । ସମର୍ଥକ ମାନେ ପାଛୋଟି ନେବା ବେଳେ ରଖିଲେ ପ୍ରତିକ୍ରିୟା । ସାମାଜିକ ଓ ରାଜନୈତିକ ହତ୍ୟା ପାଇଁ ଷଡ଼ଯନ୍ତ୍ର…
Read More...