୪୦ ଡିଗ୍ରୀ ଡେଇଁବ ପାରଦ
ଆଜିଠୁ ବଢ଼ିବ ତାତି । ୪୦ ଡିଗ୍ରୀ ଡେଇଁବ ପାରଦ। କାଳବୈଶାଖୀ ପ୍ରଭାବ କମିବା ସହ ତାତି ବଢ଼ିବ। ଆଜି ରାଜ୍ୟର ୧୧ଟି ଜିଲ୍ଲାରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ । ପଶ୍ଚିମରେ ତାତି, ଉପକୂଳରେ ଗୁଳୁଗୁଳି କରିବ ଅସ୍ତବ୍ୟସ୍ତ। ବଢ଼ିବ ଦିନର ତାପମାତ୍ରା, ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେବ ଉପକୂଳ…
Read More...
Read More...