Browsing Tag

health

ଭୁବନେଶ୍ବର ହାଇଟେକ୍ ହସ୍ପିଟାଲରେ ନୂଆ ଡାଇଲେସିସ ୟୁନିଟର ଶୁଭାରମ୍ଭ

ଭୁବନେଶ୍ବର: ଭୁବନେଶ୍ବର ହାଇଟେକ୍ ହସ୍ପିଟାଲରେ ନୂଆ ଡାଇଲେସିସ ୟୁନିଟର ଶୁଭାରମ୍ଭ । ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଏହାର ଶୁଭାରମ୍ଭ କରିଛନ୍ତି । କିଡନୀ ରୋଗୀଙ୍କ ପାଇଁ ଏହା ଅନେକ ସହାୟକ ହେବ । ସ୍ୱାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଅଗ୍ରଣୀ ଭୂମିକା ନେଇଥିବା ବେଳେ…
Read More...

ଦେଶରେ ୧୦ ହଜରାର ତଳେ ରହିଛି କରୋନା ସଂକ୍ରମଣଙ୍କ ସଂଖ୍ୟା

ନୂଆ ଦିଲ୍ଲୀ: ଆଜି ଦେଶରେ ୧୦ ହଜରାର ତଳେ ରହିଛି କରୋନା ସଂକ୍ରମଣଙ୍କ ସଂଖ୍ୟା । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ଟପିଥିବା ବେଳେ ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୯,୧୧୧ ନୂତନ ସଂକ୍ରମଣ ରେକର୍ଡ କରାଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ଦେଶରେ…
Read More...

ବଢିବାରେ ଲାଗିଛି କରୋନା ସଂକ୍ରମଣ: ଦୈନିକ ସଂକ୍ରମଣଙ୍କ ସଂଖ୍ୟା ୨୦୦ ପାର

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗୁଛି କରୋନା ସଂକ୍ରମଣଙ୍କ ସଂଖ୍ୟା । ଦୈନିକ କରୋନା ସଂକ୍ରମଣଙ୍କ ସଂଖ୍ୟ ୨୦୦ ପାର ହୋଇଥିବା ବେଳେ ଗତ ୨ଦିନରେ ୪୬୦ ଜଣ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ରୋଗିଙ୍କ ଦଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଚଳିତ ଲହରରେ ୨ଜଣଙ୍କ ମୃତ୍ୟୁ…
Read More...

ଦେଶରେ ୧୧ହଜାର ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ଗ୍ରାଫ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୧୧ହଜାର ସଂକ୍ରମଣ କେସ ସାମ୍ନାକୁ ଆସିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ଦିନକରେ ୧୧,୧୦୯ ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଚଳିତ ସପ୍ତାହ ଲଗାତର ପଞ୍ଚମ ଦିନରେ ଦ୍ରୁତ…
Read More...

କରୋନାକୁ ନେଇ BMCର ମକଡ୍ରିଲ

ଭୁବନେଶ୍ୱର: କରେନାର ବଢୁଥିବାର ଦେଖି ଗତ କାଲିଠାରୁ ଦେଶରେ ଚାଲିଛି ଦୁଇ ଦିନିଆ ମକଡ୍ରିଲ । ସଂକ୍ରମଣ ରୋକିବା ଲାଗି ହେଉଛି ବ୍ଲୁ ପ୍ରିଣ୍ଟ । ଅକ୍ସିଜେନ, ଆଇସିୟୁ, ବେଡ, ମେଡିକାଲ ଷ୍ଟାଫ, ମେଡିସିନ ଆଦି ପ୍ରସ୍ତୁତ ରହିଛି କି ନାହିଁ ତାହାର ଯାଞ୍ଚ କରାଯାଇଛି । ସରକାରଙ୍କ ନିର୍ଦ୍ଦେଶ ପରେ…
Read More...

ଚିନ୍ତା ବଢାଉଛି କରୋନା ସଂକ୍ରମଣ, ରାଜ୍ୟରେ ୧୪୧ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କ଼ରୋନା ସଂକ୍ରମଣ ସଂଖ୍ୟା । ଆଜି ରାଜ୍ୟରେ ୧୪୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଦୈନିକ ସଂକ୍ରମଣଙ୍କ ସଂଖ୍ୟା ୧୦୦ ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୪୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ କରୋନା…
Read More...

ସତର୍କ କରାଇଲା ହୁ, ଦେଶରେ ହ୍ରାସ ପାଉଛି ରୋଗ ପ୍ରତିରୋଧକ ଶକ୍ତି

ନୂଆଦୀଲ୍ଲୀ:ଭାରତରେ ଖୁବ୍ ଶୀଘ୍ର ଆସିବାକୁ ଯାଉଛି ଆଉ ଏକ କୋଭିଡ୍ ଲହର । ଲୋକଙ୍କ ମଧ୍ୟରେ ରୋଗ ପ୍ରତିଶେଧକ ଶକ୍ତି କମି ଚାଲିଥିବାରୁ ଏପରି ଆଶଙ୍କା କରାଯାଉଛି । ତେଣୁ ଭାରତ ସରକାରଙ୍କୁ ତୁରନ୍ତ ଟିକା କରଣ କରିବା ପାଇଁ ଯୋଜନା କରିବାକୁ ପଡିବ । ଏହି ସୁଚନା ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ…
Read More...

ଏସସିବି ମେଡିକାଲର ନୂଆ ରେକର୍ଡ

କଟକ:ଏସସିବି ମେଡିକାଲର ନୂଆ ରେକର୍ଡ । ଓଡିଶାରେ ଆଗରୁ କେବେ ଏପରି ହୋଇନଥିଲା । ଜଣେ ଯୁବକଙ୍କ ଶ୍ୱାସନଳୀରୁ କଢ଼ାଯାଇଛି ଅଢ଼େଇ ସେଣ୍ଟିମିଟରର ଟ୍ୟୁମର ।‘ଏକ୍ମୋ’ ମେସିନ୍ର ସଦୁପଯୋଗ କରି ଏକ ଜଟିଳ ଅସ୍ତ୍ରୋପଚାର ସଫଳ କରିଛନ୍ତି ଏସ୍ସିବି କାର୍ଡିଓ ଥୋରାସିସ୍ ଆଣ୍ଡ ଭସ୍କୁଲାର…
Read More...

ରୂପ ବଦଳାଉଛି କରୋନାର ନୂଆ ଭ୍ୟାରିଏଣ୍ଟ XBB୧.୧୬, ମାତ୍ରାଧିକ ସଂକ୍ରାମକ ହେଲାଣି

ନୂଆ ଦୀଲ୍ଲି: ନୂଆ କରି ଠାବ ହୋଇଥିବା କରୋନା ଭାଇରସ୍ର ଭ୍ୟାରିଏଣ୍ଟ XBB.୧.୧୬ ଏବେ ନିଜର ରୂପ ବଦଳାଇବାରେ ଲାଗିଛି । ଏହାର ଏବେ ସବ୍ ଟାଇପ୍ XBB.୧.୧୬.୧ ଲୋକଙ୍କୁ ଅଧିକ ସଂକ୍ରମିତ କରୁଛି । ଏହା ସହ ଏହି ଭ୍ୟାରିଏଣ୍ଟ ଧୀରେ ଧୀରେ ଅଧିକ ସଂକ୍ରାମକ ଓ ଉଗ୍ର ହେବାରେ ଲାଗିଛି । ଫଳରେ କେବଳ…
Read More...

କରୋନା ସଂକ୍ରମଣର ସ୍ଥିତି ସମୀକ୍ଷା କରିବେ କେନ୍ଦ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭିୟ

ପୁଣି ଚିନ୍ତାବଢାଇଲାଣି କେରେନା ସଂକ୍ରମଣ । ଦେଶରେ ଦ୍ରୁତ ଗତିରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । । ଆଜି ସମସ୍ତ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ସଂକ୍ରମଣର ସ୍ଥିତି ସମୀକ୍ଷା କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ଦୀର୍ଘଦିନର…
Read More...