ଶୋଇବା ପୂର୍ବରୁ ପିଅନ୍ତି ପୋଦିନା ଚା’, ମିଳିବ ଅନେକ ଫାଇଦା..
ଭୁବନେଶ୍ଵର: ଯଦି ଆପଣ ଶୋଇବା ପରେ ଘଣ୍ଟା ଘଣ୍ଟା ଧରି ନିଦ ନ ଆସିବାରେ କଷ୍ଟ ଅନୁଭବ କରନ୍ତି, ତେବେ ଶୋଇବା ପୂର୍ବରୁ ପୁଦିନା ଚା ପିଅନ୍ତୁ। ପୁଦିନାରେ ଅନେକ ପୋଷକ ତତ୍ତ୍ୱ ରହିଛି ଯାହା ମନୋଭାବକୁ ଉନ୍ନତ କରିଥାଏ ଏବଂ ଚାପରୁ ମୁକ୍ତି ଦେଇଥାଏ। ଶୋଇବା ପୂର୍ବରୁ ପୁଦିନା ଚା ପିଇବା ଦ୍ୱାରା…
Read More...
Read More...