Browsing Tag

Health Minister

ସୌମ୍ୟାଶ୍ରୀଙ୍କ ଜୀବନ ବଞ୍ଚାଇବାକୁ ଯାଇ ଗୁରୁତର ହୋଇଥିବା ଜ୍ୟୋତି ପ୍ରକାଶଙ୍କ ସହ କଥା ହେଲେ ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନଶ୍ୱେର-: ପୀଡ଼ିତାଙ୍କ ଜୀବନ ବଞ୍ଚାଇବାକୁ ଯାଇ ନିଜେ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିଲେ ଜ୍ୟୋତି ପ୍ରକାଶ ବିଶ୍ୱାଳ । ଏସସିବି ବର୍ଣ୍ଣ ୟୁନିଟରେ ଏବେ ତାଙ୍କର ଚିକିତ୍ସା ଚାଲିଛି । ଆଜି ସିନା ସୌମ୍ୟାଶ୍ରୀ ନାହାନ୍ତି, ହେଲେ ତାଙ୍କୁ ବଞ୍ଚାଇବା ପାଇଁ ଶତ ଚେଷ୍ଟା କରିଥିବା ଯୁବକ ଜଣଙ୍କ…
Read More...

ସାରା ରାଜ୍ୟରେ ଏବେ ହଇଜା ହୁହୁ ହୋଇ ବ୍ୟାପିଲାଣି

ସାରା ରାଜ୍ୟରେ ଏବେ ହଇଜା ହୁହୁ ହୋଇ ବ୍ୟାପିଲାଣି । ଜଣେ ଡାକ୍ତରଖାନାରେ ଭର୍ତ୍ତି ହେଲା ବେଳକୁ, ଆଉ ଚାରିଜଣ ଅସୁସ୍ଥ ହେଲେଣି । କାହାର ଜୀବନ ଯାଉଛି, ତ ଆଉ କିଏ ମୃତ୍ୟୁ ସହ ସଂଘର୍ଷ କରୁଛି । ଗାଁ ଗାଁରେ ଭୟଙ୍କର ପରିସ୍ଥିତି, ଆଉ ସାହି ସାହିରେ ହାହାକାର ପଡ଼ିଲାଣି । ଜିଲ୍ଲା ପରେ ଜିଲ୍ଲାକୁ…
Read More...

ଓଡ଼ିଶାରେ ‘ଆୟୁଷ୍ମାନ ଭାରତ’ ଯୋଜନା ଲାଗୁ ହେବା ପରେ ପ୍ରଥମ ଥର ଲାଗି ଘରୋଇ ହସ୍ପିଟାଲମାନଙ୍କୁ କଡ଼ା ତାଗିଦ କରିଛନ୍ତି…

ଭୁବନେଶ୍ୱର-: ଆୟୁଷ୍ମାନ କାର୍ଡକୁ ନେଇ ତୁଟୁନି ଅଡୁଆ । ଡାକ୍ତରଖାନାକୁ ଚିକିତ୍ସା ହେବାକୁ ଯାଇ ରୋଗୀ ହଇରାଣ ହେବା ପରେ ସରକାର ପଦକ୍ଷେପ ନେଇଛନ୍ତି । ତାଗିଦ୍ କରି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଆୟୁଷ୍ମାନ କାର୍ଡରେ କୌଣସି ଦ୍ଵନ୍ଦ୍ବ ନାହିଁ ଏବଂ ଏହି ଯୋଜନା ଅନ୍ତର୍ଗତ…
Read More...

କୋଭିଡ ସ୍ଥିତି ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ସବୁ ରାଜ୍ୟର ବୈଠକ ବସିବ। କୋଭିଡ ସ୍ଥିତି ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଯେଉଁ ନୂଆ ଭାରିଏଣ୍ଟ କଥା କୁହାଯାଉଛି ତାହା ନେଚୁରାଲ। କେରଳ ଓ କର୍ଣ୍ଣାଟକ ରେ ପଜିଟିଭ ପରେ କେନ୍ଦ୍ର ଗାଇଡଲାଇନ କରିଛି। ଏ ନେଇ…
Read More...